boudh news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୮୨ କେଜି ଗଞ୍ଜେଇ ସହ କାର ଜବତ , ଦୁଇ ଗିରଫ
Published On
By Samaya Live
ବୌଦ୍ଧ: ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ବୌଦ୍ଧ-କିଆକଟା ବ୍ରିଜ ଛକ ନିକଟରେ ଏକ କାର ଉପରେ ଚଢାଉ କରାଯାଇଛି । ଚଢ଼ାଉ ସମୟରେ ସେହି କାରରୁ ୮୨ କିଲୋ ଗଞ୍ଜେଇ ବାହାରିଥିଲା । ଏହାପରେ କାରକୁ ଜବତ କରିଥିବା ବେଳେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କାର୍ରେ ଥିବା ଦୁଇଜଣକୁ ଗିରଫ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୁଚନା ଅନୁଯାୟୀ, ପବିତ୍ର ରଥଯାତ୍ରା ଥିବା ଯୋଗୁଁ ସାରା ଜିଲ୍ଲାରେ ଜନଗହଳି ହୋଇ ଉଠିଥିବା ବେଳେ […]
ଭିଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ
Published On
By Samaya Live
ବୌଦ୍ଧ : ଭେଣୋଇ ଘରୁ ଚୋରି ଅଭିଯୋଗରେ ଶଳା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ ବୌଦ୍ଧ ସହର ରାଜନପାଲିର ପାର୍ଥ ସାରଥି ମହାନ୍ତିଙ୍କ ଘରେ ଶଳା ସୌରଭ ପଟ୍ଟନାୟକ ରହିଆସୁଥିଲୋ ଦେହ ଖରାପ ଯୋଗୁଁ ଶ୍ରୀ ମହାନ୍ତି କଟକ ଯାଇ ଚିକିସିିତ ହେଉଥିଲେ । ଚିକିସିିତ ପରେ ଘରକୁ ଗତ ୫.୧୨.୨୦୨୧ ତାରିଖ ଦିନ ଫେରିବା ପରେ ଘରର ଜିନିଷ ପତ୍ର , ସୁନା ଗହଣା ଓ ବୁଲେଟ […]
ବିବାହର ପ୍ରତିଶୃତି ଦେଇ ନାବାଳିକାକୁ ପ୍ରତାରଣା ମାମଲା: ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ
Published On
By Samaya Live
ବୌଦ୍ଧ: ବୌଦ୍ଧ ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ପେଶାଲ ଜଜ୍ ଆନନ୍ଦ ନାରାୟଣ ମହାରଣା ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ କାରାଦଣ୍ଡାଦେଶ ଆଦେଶ ଦେବା ସହ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଅଭିଯୁକ୍ତ ଜଣକ କଣ୍ଟାମାଳ ଥାନା ଗୁଣ୍ଡୁଚିତରା ଗ୍ରାମର ରୁକେଶ ଦୀପ । ମାମଲାରୁ ପ୍ରକାଶ କଣ୍ଟମାଳ ଥାନାର ଗୁଣ୍ଡୁଚିତରା ଗା୍ରମରେ ଜଣେ ନାବାଳିକା ସହ ପ୍ରେମ ନିବେଦନ କରି ବିଭିନ୍ନ ପ୍ରଲୋଭନ ଦେଖାଇ ଉକ୍ତ […]
ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ତିନି ଚକିଆ ସାଇକେଲ ତିଆରି କଲେ ଅବସରପ୍ରାପ୍ତ ଶିକ୍ଷକ
Published On
By Samaya Live
ବୌଦ୍ଧ: ବୌଦ୍ଧ ସହର ରାଜନପାଲି ସାହିର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓଁକାର ପ୍ରଧାନ ଏକ ଟ୍ରାଇ ସାଇକେଲ ତିଆରିକରି ଚର୍ଚ୍ଚାରେ । ସାଇକେଲଟିରେ ବରିଷ୍ଠ ନାଗରିକଙ୍କ ପାଇଁ ରହିଛି ସ୍ୱତନ୍ତ୍ର ସୁବିଧା । ସବୁବେଳେ କିଛି ନୂଆ କରିଦେଖାଇବାର ଝୁଙ୍କ୍ ଯୋଗୁଁ ଓଁକାର ଶିକ୍ଷକତାରୁ ଅବସର ପରେ ଘରେ ବସି ନରହି ନିଜ ପାଇଁ ତିଆରି କରିଥିଲେ ଏହି ତିନିଚକିଆ ସାଇକେଲ । ବୟସ ୭୭ ହୋଇଗଲା ପରେ ଆଉ ସାଇକେଲ ଚଳାଇବାକୁ ବଳ ପାଉନାହିଁ । […]
ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲରୁ ୬୫ଟି କେନ୍ଦୁ ଗଣ୍ଡି ଜବତ୍
Published On
By Samaya Live
କଣ୍ଟାମାଳ : ବୌଦ୍ଧ ବନ ବିଭାଗକୁ କିଛି ଚୋରା କେନ୍ଦୁ କାଠ ଚାଲଣ କରୁଥିବା ମାଫିଆଙ୍କ ବିଷୟରେ ସୂଚନା ପାଇଛନ୍ତି । କାଠ ଚୋରା ଚାଲାଣ ହେଉଥିବା ଖବର ପାଇ ବୌଦ୍ଧରେ ଥିବା କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ରେଞ୍ଜର କ୍ଷୀରାବ୍ଧୀ ପ୍ରଧାନଙ୍କ ନେତୃତ୍ୱରେ ନାରାୟଣପ୍ରସାଦ ବନପାଳ ଚିତ୍ତରଞ୍ଜନ ପ୍ରଧାନ, ବନପାଳ ରବିନ୍ଦ୍ର କୁମ୍ଭାର, ବନରକ୍ଷୀ ଗଜେନ୍ଦ୍ର କହଁର, ଅର୍ଜୁନ ବେହେରା ପ୍ରମୁଖ ନାରାୟଣପ୍ରସାଦ ସେକ୍ସନ୍ର ରିଙ୍ଗାପଡ଼ା ଗ୍ରାମ୍ୟ ଜଙ୍ଗଲଠାରେ ସଦ୍ୟ କଟାଯାଇଥିବା କେନ୍ଦୁ ଗଣ୍ଡି ଜବତ କରିଥିଲେ […]
ବୌଦ୍ଧ ଜିଲ୍ଲାକୁ ମରୁଡି ଘୋଷଣା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ
Published On
By Samaya Live
ବୌଦ୍ଧ: ସେପ୍ଟେମ୍ବର ୩: ଭାରତୀୟ କିଷାନ ସଂଘ ପକ୍ଷରୁ ଜିଲ୍ଲାରେ ୬୭% କମ୍ ବର୍ଷା ହୋଇଥିବାରୁ ମରୁଡି ଆସନ୍ନ ହୋଇଛି । ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡିଗ୍ରସ୍ତ ଭାବେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି ଜଣାଇଛନ୍ତି । କିଷାନ ସଂଘ ଜିଲ୍ଲା ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ଡାକରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଏକ ହଜାର ଚାଷୀ ଏକାଠି ହୋଇଥିଲେ । ସହରର ରଘୁନାଥ ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ […]

