Bhubaneswar headline
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସନ୍ତା ୨୪ରେ ବିଧାନସଭା ଶୀତ ଅଧିବେଶନ
Published On
By Samaya Live
ଭୁବନେଶ୍ୱର: ଆସନ୍ତା ୨୪ ତାରିଖଠାରୁ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ବୋଲି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅଧିବେଶନରେ ୨୫ ତାରିଖ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ସପ୍ଲିମେଣ୍ଟାରି ବଜେଟ ଉପସ୍ଥାପନ ହେବ । ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି । ଏଥର ଶୀତ ଅଧିବେଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଆସନ୍ତାକାଲି ଭୁବନେଶ୍ୱର ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Published On
By Samaya Live
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ଭୁବନେଶ୍ୱର ପହଞ୍ଚିବେ । ୮ ତାରିଖ ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜଧାନୀରେ ଲିଙ୍ଗରାଜ ଦର୍ଶନ କରିବେ । ଏହାପରେ ତାଙ୍କର କଟକରେ ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ୮ ତାରିଖ ପୂର୍ବାହ୍ନ ୧୧ଟାରେ ସେ କଟକର ଇନଡୋର୍ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୫ତମ ସ୍ୱନକ୍ଷତ୍ର ଦିବସରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି […]
ଆଜିଠୁ ଆରମ୍ଭ ହେଲା ମୌସୁମୀ ଅଧିବେଶନ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୦୨: ଆଜିଠାରୁ ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଗୃହରେ ପ୍ରବେଶ କରିବା ପୂର୍ବରୁ ମନ୍ତ୍ରୀ, ବିଧାୟକ, ସୁରକ୍ଷାକର୍ମୀ ଓ ବିଧାନସଭାର ଅନ୍ୟାନ୍ୟ କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଅଧିବେଶନ ଆରମ୍ଭରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଗତ ପୂର୍ବତନ ବାଲିଗୁଡ଼ା ବିଧାୟକ ସୁରେନ୍ଦ୍ର କହଁରଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରିଥିଲ, ଯାହାକୁ ବିରୋଧୀ ଦଳ ସମର୍ଥନ କରି ବିଧାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାପରେ ନବନିର୍ବାଚିତ ବାଚସ୍ପତି ବିକ୍ରମ […]
ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ
Published On
By Samaya Live
ଭୁବନେଶ୍ୱର: ପୁରୀ ବକ୍ସିଂ ଏକାଡେମୀ ତରଫରୁ ଆଜିଠାରୁ ଗ୍ରୀଷ୍ମ କାଳୀନ ମୁଷ୍ଟିଯୋଦ୍ଧ ଶିବିର ଆରମ୍ଭ ହୋଇଯାଇଛି । ମୁଷ୍ଟିଯୋଦ୍ଧାମାନେ ପ୍ରଥମେ ସିଟି ରୋଡ଼ ନୂଆ ସାହି ଅଭୟ ମହାବୀର ମନ୍ଦିର ଠାରୁ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପ୍ରଯନ୍ତ ଏକ ମସାଲ ଶୋଭାଯାତ୍ରାରେ ଆସିଥିଲେ । ଏହାପରେ ଶିବିରକୁ ଆରମ୍ଭ କରାଯାଇଥିଲା ଓ କ୍ରୀଡା କୌଶଳ ପଦର୍ଶନ କରାଯାଇଥିଲା । ଏଥରେ ଭୋଳନାଥ ଉଚ୍ଚ ବିଦ୍ୟାଳୟ, ପୋଲିସ ଉଚ୍ଚ ବିଦ୍ୟାଳୟ, ସର୍ବଦୟ ନଗର ଆଦର୍ଶ ପ୍ରକଳ୍ପ ଉଚ୍ଚ ପ୍ରାଥମିକ […]
ଭୁବନେଶ୍ୱର ବିମାନ ବନ୍ଦରରେ ଓରମାସ ଆଉଟଲେଟ
Published On
By Samaya Live
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓଡ଼ିଶା ଗ୍ରାମୀଣ ମହିଳା କାରିଗରଙ୍କ ହସ୍ତଶିଳ୍ପ ସାମଗ୍ରୀ, ଖାଦ୍ୟ ପଦାର୍ଥ ଏବଂ ଘର ସାଜସଜ୍ଜା ଜିନିଷ ଆଦି ମିଳିପାରିବ । ଏଥିପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା ଓରମାସ ତରଫରୁ ବିମାନ ବନ୍ଦରର ମୁଖ୍ୟ ପ୍ରବେଶ ଦ୍ୱାର ନିକଟରେ ଖୋଲାଯାଇଛି ଏକ ସ୍ୱତନ୍ତ୍ର ଷ୍ଟଲ । ଶୁକ୍ରବାର ଦିନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ […]
ଆଇଏସ୍ଏଫ୍: କିସ୍ ଭଲିବଲ ଦଳ ଘୋଷିତ
Published On
By Samaya Live
ଭୁବନେଶ୍ୱର : ଚଳିତ ମାସ ୧୯ରୁ ୨୭ ତାରିଖ ପର୍ଯ୍ୟନ୍ତ ବ୍ରାଜିଲରେ ଆଇଏସ୍ଏଫ୍ ବିଶ୍ୱ ସ୍କୁଲ ଭଲିବଲ ଚାମ୍ପିଅନ୍ସିପ୍ ଆୟୋଜିତ ହେବ । ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତାରେ କିସ୍ ସ୍କୁଲ ଭଲିବଲ ଟିମ୍ ଅଂଶଗ୍ରହଣ କରିବାକୁ ଯାଉଛି । ଗୁରୁବାର ଏହି ମର୍ଯ୍ୟାଦାଜନକ ପ୍ରତିଯୋଗିତା ପାଇଁ କିସ୍ ଭଲିବଲ ଦଳ ଘୋଷଣା ହୋଇଛି । ବାଳକ ଦଳ ପାଇଁ ରଶ୍ମି ରଞ୍ଜନ ନନ୍ଦ, ବାଳିକା ଦଳ ପାଇଁ ସଂଗୀତା ଟୋେªା କୋଚ ମନୋନୀତ ହୋଇଛନ୍ତି । ବିଶ୍ୱଜିତ […]
ଅକ୍ଷୟ ତୃତୀୟା ଭୋଟି ଦେଲେ ନବୀନ: କାଳିଆ ହିତାଧିକାରୀଙ୍କୁ ମିଳିବ ଅର୍ଥ
Published On
By Samaya Live
ଭୁବନେଶ୍ୱର: ମେ ୦୨: ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଦେଇଛନ୍ତି । ପ୍ରତ୍ୟେକ କାଳିଆ ହିତାଧିକାରୀ ଖାତାକୁ ସିଧାସଳଖ ଦୁଇ ହଜାର ଟଙ୍କା ଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କାଳିଆ ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି । ଏଥିରେ ୪୦ ଲକ୍ଷରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଲାଗବାନ ହେବେ । ସୂଚନା ଥାଉଯେ, କୃଷକଙ୍କ ଜୀବିକା ଓ ଆୟ […]
ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱର୍ଗଦ୍ୱାରରେ ହେବ ତାଙ୍କ ଶେଷକୃତ୍ୟ
Published On
By Samaya Live
ଭୁବନେଶ୍ୱର: ଏପ୍ରିଲ ୧୮: ଓଡ଼ିଶାର ଶ୍ରେଷ୍ଠ ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର୍ ଗଣେଶର ଲାଲ୍ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଟୁଇଟର୍ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ଶୋକ ପ୍ରକାଶ କରି ଲେଖିଛନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଙ୍ଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି […]
ପଳାଶୁଣି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ଦେଖନ୍ତୁ ଘଟଣାର ଭିଡିଓ
Published On
By Samaya Live
ଭୁବନେଶ୍ୱର: ଏପ୍ରିଲ ୦୪: ଆଜି ସକାଳେ ପଳାଶୁଣି ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତୁ୍ୟ ହୋଇଛି । ଜଣେ ପଥଚାରୀଙ୍କୁ ବଞ୍ଚାଇବାକୁ ଯାଇ ଏକ ହାଇେୱ ତିନୋଟି କାର ଓ ଗୋଟିଏ ବାଇକ୍କୁ ଚାପି ଦେଇଛି । ଫଳରେ ରାସ୍ତାର ଦୁଇ ପାଖରେ ଭାରୀ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି । ଏହି ଦୁର୍ଘଟଣାରେ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଲୋକ ଫ୍ରାଫିକ୍ରେ ଫସିଥିଲେ । ର୍ଦୁଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି […]
ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
Published On
By Samaya Live
ଭୁବନେଶ୍ୱର : ଫଟୋଗ୍ରାଫର ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ପୁଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଞ୍ଚ ପୁଲିସକୁ ସହଯୋଗ କରିବ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଏହି ଘଟଣା ଉପରୁ ପରଦା ଉଠାଇବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ବୁଧବାର ପୁଲିସ ଡିଜି ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିର୍ଦ୍ଦେଶ ଦେଇଛନ୍ତି । […]
ତାତୁଛି ପଶ୍ଚିମ ଓଡ଼ିଶା: ଟିଟିଲାଗଡ଼ରେ ସର୍ବାଧିକ ୩୮ ଡିଗ୍ରୀ ସେଲସିଅସ୍ ତାପମାତ୍ରା
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୧୪: ରାଜ୍ୟରେ ଧିରେ ଧିରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଲାଣି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଥିବା କେତେକ ଜିଲ୍ଲାମାନଙ୍କରେ ତାତି ବଢ଼ୁଥିବା ସୂଚନା ରାଜ୍ୟ ପାଣିପାଗ ବିଭାଗ ପ୍ରଦାନ କରିଛି । Realized #weather during past 24 hours over the districts of #Odisha pic.twitter.com/u2zerwOD5m — Meteorological Centre, Bhubaneswar (@mcbbsr) March 14, 2022 ରାଜ୍ୟରେ ସର୍ବାଧିକ ଟିଟିଲାଗଡ଼ରେ ୩୮ ଡିଗ୍ରୀ ସେଲସିଅସ ତାପମାତ୍ରା […]
ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ
Published On
By Samaya Live
ଭୁବନେଶ୍ୱର: ଏପ୍ରିଲ ଶେଷ ସପ୍ତାହରେ ଅର୍ଥାତ୍ ଏପ୍ରିଲ ୨୯ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଘୋଷଣା କରିଛନ୍ତି । ତେବେ ଏପ୍ରିଲ ୨୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମେ ୬ ତାରିଖ ଯାଏଁ ପରୀକ୍ଷା ଚାଲିବ । ମହାମାରୀର କରୋନା କମିବା ହେତୁ ଏଥର ଅଫଲାଇନ୍ ମୋଡରେ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ତିନୋଟି ପଦ୍ଧତିରେ ପରୀକ୍ଷାର ଫଳାଫଳ ର୍ନିଦ୍ଧାରଣ କରାଯିବ […]

