Bhagwant Mann
ଦେଶ- ବିଦେଶ 

ପଞ୍ଜାବରେ ଆପ୍‌ ସରକାରଙ୍କ ବଡ଼ ଘୋଷଣା: ଜୁଲାଇରୁ ୩୦୦ ୟୁନିଟ୍‌ ମାଗଣା ବିଦୁ୍ୟତ

ପଞ୍ଜାବରେ ଆପ୍‌ ସରକାରଙ୍କ ବଡ଼ ଘୋଷଣା: ଜୁଲାଇରୁ ୩୦୦ ୟୁନିଟ୍‌ ମାଗଣା ବିଦୁ୍ୟତ ଚଣ୍ଡୀଗଡ଼: ଏପ୍ରିଲ ୧୬: ପଞ୍ଜାବରେ ଆପ୍‌ ସରକାର କ୍ଷମତାସୀନ ହେବାର ମାସେ ହୋଇଯାଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ପଞ୍ଜାବବାସୀଙ୍କୁ ଖୁସିର ଖବର ଶୁଣାଇଛନ୍ତି । ଜୁଲାଇ ପହିଲାରୁ ପ୍ରତି ପରିବାର ପାଇଁ ୩୦୦ ୟୁନିଟ୍‌ ମାଗଣା ବିଦୁ୍ୟତ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଚଳିତ ଏପ୍ରିଲ ମାସରେ ମାଗଣା ବିଦୁ୍ୟତ ସେବା ମିଳିବ ବୋଲି ପ୍ରଥମେ ଖବର ଶୁଣିବାକୁ ମିଳିଥିଲା । ਸਾਡੇ ਲੀਡਰ ਅਤੇ ਦਿੱਲੀ […]
Read More...
ଦେଶ- ବିଦେଶ 

ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ

ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ ଚଣ୍ଡିଗଡ଼: ମାର୍ଚ୍ଚ ୧୬: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆମ ଆଦମୀ ପାର୍ଟିର ଭଗବନ୍ତ ମାନ ଶପଥପାଠ ଗ୍ରହଣ କରିବେ । ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଭଗବନ୍ତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ବୋଲି ସୂଚନା ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ […]
Read More...
ଦେଶ- ବିଦେଶ 

ଇସ୍ତଫା ଦେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ: ପାଞ୍ଚ ଦିନ ପରେ ଶପଥପାଠ ନେବେ ନୂଆ ମୁଖ୍ୟମନ୍ତ୍ରୀ

ଇସ୍ତଫା ଦେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ: ପାଞ୍ଚ ଦିନ ପରେ ଶପଥପାଠ ନେବେ ନୂଆ ମୁଖ୍ୟମନ୍ତ୍ରୀ ଚଣ୍ଡୀଗଡ଼: ମାର୍ଚ୍ଚ ୧୧: ଆଜି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଚରଣଜିତ୍‌ ସିଂହ ଚନୀ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟା ବେଳେ ଚନୀ ଚଣ୍ଡୀଗଡ଼ସ୍ଥିତ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଇସ୍ତଫା ଦେବା ପରେ ସେ କହିଛନ୍ତି, ପଞ୍ଜାବବାସୀଙ୍କ ସେବା ପାଇଁ ଆମେ ସର୍ବଦା ରହିଥିବୁ । ଆମେ ନିଜ ନିଜର କର୍ତ୍ତବ୍ୟ ପରିପୂରଣ କରିବା ସହ ଜନସାଧାରଣଙ୍କ ଗହଣରେ […]
Read More...

Advertisement