bhabanipatana news
ଜିଲ୍ଲା 

ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ

ହୃଦରୋଗ ଶିଶୁଙ୍କ ପାଇଁ ଚିକିତ୍ସା ଶିବିର,୧୦୮ ଶିଶୁ ମାଗଣା ଚିକିତ୍ସା ପାଇଲେ ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ୧୮ ବର୍ଷରୁ କମ୍‌ ଶିଶୁଙ୍କ ମାଗଣା ହୃଦରୋଗ ଜନିତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଳକରୁ ୧୦୮ଜଣ ଶିଶୁ ଚିକିତ୍ସା ଲାଗି ଆସିଥିଲେ। ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଦ୍ୱାରା ଅନୁବନ୍ଧିତ ଛତିଶଗଡ଼ ରାଜ୍ୟର ରାୟପୁରରେ ଥିବା ନାରାୟଣ ହୃଦୟାଳୟର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ଼ା. ସୁମନ୍ତ ଶେଖର ପାଢୀ ଓ ତାଙ୍କ ଟିମର ସହଯୋଗରେ ଶିବିର […]
Read More...
ଜିଲ୍ଲା 

ଲାଇସେନ୍‌ସ ପ୍ରାପ୍ତ ମଦଭାଟିର ମାଲିକ ନକଲି ମଦ ତିଆରି କରି ଧରାପଡିଲେ

ଲାଇସେନ୍‌ସ ପ୍ରାପ୍ତ ମଦଭାଟିର ମାଲିକ ନକଲି ମଦ ତିଆରି କରି ଧରାପଡିଲେ ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଅମଠାଗୁଡ଼ାଠାରେ ଥିବା ଦେଶି ମଦଭାଟି ମଧ୍ୟରେ ଉକ୍ତ ମଦଭାଟିର ମାଲିକ ଲାଇସେନ୍‌ସ ପ୍ରାପ୍ତ ଜିଲ୍ଲାର ବିଭିନ୍ନ ଦେଶି ମଦଭାଟିର ଲୋଗୋ ଲଗାଇ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳକୁ ମଦ ପାଉଚ୍‌ ଚାଲାଣ କରୁଥିବା ଅଭିଯୋଗ ହୋଇଥିଲା । ସୂଚନା ଅନୁସାରେ, ଏହି କାରବାରରେ ଅବକାରୀ ବିଭାଗର ଅନେକ କର୍ମଚାରୀ ସାମିଲ ଥିବାରୁ ଦୀର୍ଘ ଦିନ ଧରି ଟାଳଟୁଳ ନୀତି ଅବଲମ୍ବନ କରି ନକଲି […]
Read More...

Advertisement