baragada news
ଜିଲ୍ଲା 

ଆଇପିଏଲ୍‌ କ୍ରିକେଟ ବେଟିଂ , ପୋଲିସ ହାବୁଡରେ ୫ ଅଭିଯୁକ୍ତ

ଆଇପିଏଲ୍‌ କ୍ରିକେଟ ବେଟିଂ , ପୋଲିସ ହାବୁଡରେ ୫ ଅଭିଯୁକ୍ତ ବରଗଡ: ଆଇପିଏଲ୍‌ କ୍ରିକେଟ ବେଟିଂ ଚେର ଲମ୍ବିଛି ବରଗଡ ଯାଏଁ । ଆଇପିଏଲ୍‌ କ୍ରିକେଟକୁ ନେଇ ବରଗଡ଼ରେ ବେଟିଂ ଚାଲିଥିବା ଘଟଣାର ବରଗଡ ପୋଲିସ ପକ୍ଷରୁ ପର୍ଦ୍ଦାଫାଶ ହୋଇଛି । ପୋଲିସ ଘଟଣାରେ ସମ୍ପୃକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ବରଗଡ଼ର ବିକି ମିତ୍ତଲ, ପ୍ରକାଶ ଅଗ୍ରୱାଲ, ଅର୍ଜୁନ ସେନାପତି, ବିମଳକାନ୍ତ ନାଗ ଏବଂ ଦିଲୀପ ଦାଶ । ପୋଲିସ ସେମାନଙ୍କ ଠାରୁ ନଗଦ ୬ ଲକ୍ଷ ୧୪ ହଜାର ଟଙ୍କା, , […]
Read More...
ଜିଲ୍ଲା  ଅପରାଧ 

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ବେଆଇନ କଫ ସିରଫ ଚାଲାଣ: ବରଗଡ଼ ଅବକାରୀ ବିଭାଗ ଜବତ କଲା ୧,୩୯୦ ବୋତଲ

ପଶ୍ଚିମ ଓଡ଼ିଶାରେ ବଢ଼ୁଛି ବେଆଇନ କଫ ସିରଫ ଚାଲାଣ: ବରଗଡ଼ ଅବକାରୀ ବିଭାଗ ଜବତ କଲା ୧,୩୯୦ ବୋତଲ ବରଗଡ : ପଶ୍ଚିମ ଓଡ଼ିଶାରେ କଫ ସିରଫ ଚାଲଣ ବଢ଼ୁଥିବା ନଜର ଆସୁଛି । କିଛି ଦିନ ତଳେ ପାଟଣାଗଡ଼ର ଅବକାରୀ ବିଭାଗ ୪୨ଟି କଫ ସିରଫ ଜବତ କରିଥିଲା ବେଳେ ଆଜି ବରଗଡ଼ ଅବକାରୀ ବିଭାଗ ଜଣେ କଫ ସିରଫ ମାଫିଆକୁ ଧରିଛି । ସୂଚନା ଅନୁସାରେ, ବରଗଡ଼ ମୋବାଇଲ ଟିମ ଏବଂ ଭଟଲି ଅବକାରୀ ବିଭାଗ ଭଟଲି ଥାନା ବଡ଼ମାଲ ଗ୍ରାମରେ ମିଳିତ ଭାବରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ କଫ ସିରଫ […]
Read More...
ଜିଲ୍ଲା 

ବରଗଡ଼ରେ ଖୋଲିଲା ପୂର୍ବଭାରତର ସର୍ବବୃହତ ଶୀତଳ ଭଣ୍ଡାର

ବରଗଡ଼ରେ ଖୋଲିଲା ପୂର୍ବଭାରତର ସର୍ବବୃହତ ଶୀତଳ ଭଣ୍ଡାର ବରଗଡ଼ : ଚାଷୀଙ୍କ ପାଇଁ ଖୁସି ଖବର । ଭାରତର ସର୍ବବୃହତ ବିହନ କମ୍ପାନୀ ‘ନୁ୍ୟଜିଭେଡୁ ବିହନ ଲିମିଟେଡ୍‌’ ଭାରତୀୟ ଚାଷୀଙ୍କୁ ବିହନ ଠିକ୍‌ ସମୟରେ ଯୋଗାଇବା ପାଇଁ ଅଧିକ ପ୍ରକ୍ରିୟାକରଣ ସୁବିଧା ଯୋଗାଉଛି । ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ଓଡ଼ିଶା ସରକାରୀ ଅଧିକାରୀଙ୍କ ଦ୍ୱାରା ବରଗଡ଼ରେ ଓଡ଼ିଶାର ନୂତନ ପ୍ରକ୍ରିୟାକରଣ ଏବଂ ପ୍ୟାକିଂ ପ୍ଲାଣ୍ଟ ଖୋଲିଛି ନୁ୍ୟଜିଭେଡୁ କମ୍ପାନୀ । ବରଗଡ଼ରେ ନ୍ୟୁଜିଭେଡୁ ଦ୍ୱାରା ହୋଇଥିବା କମ୍ପାନୀକୁ ଓଡ଼ିଶା, ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ଏବଂ […]
Read More...
ଜିଲ୍ଲା 

ବରଗଡ ଜିଲ୍ଲା ଗ୍ରାମାଞ୍ଚଳରେ ମାଗଣା କ୍ୟାନସର ଚିକିତ୍ସା ଶିବିର

ବରଗଡ ଜିଲ୍ଲା ଗ୍ରାମାଞ୍ଚଳରେ ମାଗଣା କ୍ୟାନସର ଚିକିତ୍ସା ଶିବିର ବରଗଡ: ନଭେମ୍ବର ୧୫ : ବରଗଡ଼ ଜିଲ୍ଲା ଗ୍ରାମାଞ୍ଚଳମାନଙ୍କରେ ସଚେତନତା ଓ ଚିକିତ୍ସା ଅଭାବ କାରଣରୁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ୁଛି । ରୋଗୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରୁ ଚିକିତ୍ସା ନ ପାଇ ମୃତୁ୍ୟର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବରଗଡ କଟାପାଲି ବରିଷ୍ଠ ନାଗରିକ ସେବା ସଂଘ ଓ ନାରାୟଣ ସେବା ସମିତିର ମିଳିତ ଆନୁକୁଲ୍ୟରେ ଆଜି କଟାପାଲିଠାରେ ମାଗଣା କ୍ୟାନସର ଚିକିତ୍ସା ଶିବିରର ଆୟୋଜନ କରାଯାଇଛି । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଏଭଳି […]
Read More...

Advertisement