ASAM FLOOD
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆସାମରେ ବନ୍ୟା ଉପରେ ଦାଉ ସାଧୁଛି ଭୂସଖଳନ
Published On
By Samaya Live
ଆସାମ: ଜୁଲାଇ ୦୨: ଆସାମରେ ଥମୁନି ବନ୍ୟା ପରିସ୍ଥିତି । ଗୋଟିଏ ପଟେ ବନ୍ୟା ସାଙ୍ଗକୁ ଅନ୍ୟ ପଟେ ନାହିଁ ନଥିବା ହଇରାଣ କଲାଣି ଭୂସଖଳନ । ଏଥିପାଇଁ ବହୁକ କ୍ଷୟ କ୍ଷତି ଘଟିଛି । ମୋରିଗାଁ ଜିଲ୍ଲାର ପାହାଡ଼ିଆ ଯାହାରେ ଥିବା ଜନବସତିରେ ଭୂସଖଳନ ଯୋଗୁଁ ବହୁ ଘରଦ୍ୱାର ନଷ୍ଟ ହୋଇଛି । ଫଳରେ ଲୋକମାନେ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୯ ଲକ୍ଷ ଲୋକ ପ୍ରଭାବିତ ହେଲେଣି […]
ଆସାମରେ ବିକଟ ବନ୍ୟା ପରିସ୍ଥିତି
Published On
By Samaya Live
ନୂଆଦିଲ୍ଲୀ: ଜୁନ ୩୦: ଆସାମରେ ବନ୍ୟା ପରିସ୍ଥିତି ଭୟଙ୍କର । ବୁଧବାର ପୁଣି ୧୨ଜଣଙ୍କ ଜୀବନ ଯାଇଥିବା ସୂଚନା କହିଛି । ଜିଲ୍ଲାରେ ୨ଜଣ ଲେଖାଏଁ ହୋଇ ବାରପେଟା, ବିଶ୍ୱନାଥ, ଡାରଙ୍ଗ, ଧେମଜି, ଗୋଲଘାଟ, କାମରୂପ ମେଟ୍ରୋପଲିଟାନ, ଲକ୍ଷ୍ମୀପୁର ଏବଂ ନାଗାଓଁରେ ଜଣେ ଲେଖାଏଁ ମରିଛନ୍ତି । ଏଥିରେ ପ୍ରାୟ ପୁରା ୨୬ ଜିଲ୍ଲା ପ୍ରଭାବିତ ହୋଇଛି । ଅନେକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କ୍ରମାଗତ ଦ୍ୱିତୀୟ ଦିନ ପାଇଁ କାଛ ସବୁଠାରୁ ଅଧିକ […]
ଆସାମରେ ଥମିନି ବନ୍ୟା ବିତ୍ପାତ
Published On
By Samaya Live
ନାଗାଁଓ: ଜୁନ ୨୫: ଆସାମର ନାଗାଁଓରେ ବନ୍ୟା ଯୋଗୁଁ ୫.୦୩ ଲକ୍ଷ ଜନତା ପ୍ରଭାବିତ । ତେବେ ବିରଳ ପରିସ୍ତିତିରେ ଅନ୍ୟ କୌଣସି ଉପାୟ ନପାଇ ନଦୀବନ୍ଧ ଓ ରାଜପଥ ଉପରେ ଆଶ୍ରୟ ନେଇଛନ୍ତି । ସୂଚନା ଅନୁସାରେ, ଘରେ ବି ପାଣି ପଶିଥିବାରୁ ଲୋକେ ରାଜପଥ ଉପରେ ତମ୍ବୁ ଟାଣି ରହିଛନ୍ତି । ବନ୍ୟା ଯୋଗୁଁ ରାହା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୫୫ ଗ୍ରାମର ପ୍ରାୟ ୧.୪୨ ଜନତା ବିଶେଷ ପ୍ରଭାବିତ ହୋଇଛନ୍ତି । […]
ଆସାମରେ ଜଳ ଘେରରେ ୬୫୨ ଗାଁ
Published On
By Samaya Live
ଆସାମ: ମଇ ୧୭: ଆସାମରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ । ପ୍ରବଳ ବର୍ଷା ପରେ ବନ୍ୟାରେ ଉବୁଟୁବୁ ସାରା ରାଜ୍ୟଷ । ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ବର୍ତ୍ତମାନ ପାଣି ଘେରରେ । ପାଣି ଘେରରେ ବର୍ତ୍ତମାନ ୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଭୂÕଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି । ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭୂÕଳନରେ […]

