arvind kejriwal
ରାଜନୀତି  ଦେଶ- ବିଦେଶ 

ମନୀଷ ସିସୋଦିଆ ଙ୍କ ପରେ ମୋତେ ମଧ୍ୟ ଗିରଫ କରାଯାଇ ପାରେ : କେଜ୍ରିୱାଲ

ମନୀଷ ସିସୋଦିଆ ଙ୍କ ପରେ ମୋତେ ମଧ୍ୟ ଗିରଫ କରାଯାଇ ପାରେ : କେଜ୍ରିୱାଲ ନୂଆଦିଲ୍ଲୀ: ନୂଆ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଙ୍କ ଘରେ ରେଡ କରିଛି । ସିବିଆଇ ଏତଲାରେ ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଥିବା ବେଳେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସିସୋଦିଆଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ପାଇଁ ପ୍ରସ୍ତୁତ ହେଉଛି । ଗୁଜୁରାଟ ଗସ୍ତରେ ଯାଇ ସୋମବାର ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏକ ବଡ଼ ବୟାନ ଦେଇଛନ୍ତି । ତାଙ୍କ ବୟାନ ଅନୁସାରେ ଯଦି ସିବିଆଇ […]
Read More...
ଦେଶ- ବିଦେଶ 

ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ

ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ ଚଣ୍ଡିଗଡ଼: ମାର୍ଚ୍ଚ ୧୬: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆମ ଆଦମୀ ପାର୍ଟିର ଭଗବନ୍ତ ମାନ ଶପଥପାଠ ଗ୍ରହଣ କରିବେ । ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଭଗବନ୍ତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ବୋଲି ସୂଚନା ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ […]
Read More...
ରାଜନୀତି 

ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ

ପଞ୍ଜାବରେ ଆପ୍‌ କି ସରକାର: ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଚନୀ ନୂଆଦିଲ୍ଲୀ: ମାର୍ଚ୍ଚ ୧୦: ପଞ୍ଜାବ ବିଧାନସଭା ନିର୍ବାଚନ ଫଳାଫଳରେ ଆମ୍‌ ଆଦମୀ ପାର୍ଟି (ଆପ୍‌) ସପକ୍ଷରେ ଅଧିକ ଭୋଟ୍‌ ଯାଉଥିବା ଖବର ମିଳିଛି । ଆପ୍‌ ପଞ୍ଜାବରେ କ୍ଷମତାସୀନ ହେବାକୁ ଯାଉଛି । ଦିଲ୍ଲୀ ପରେ ଏହା ହେଉଛି ଆପ୍‌ ନିୟନ୍ତ୍ରଣକୁ ଆସୁଥିବା ଦ୍ୱିତୀୟ ରାଜ୍ୟ । ଏହି ଅବସରରେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ନେତା ଚରଣଜିତ୍‌ ସିଂହ ଚନୀ ଚଣ୍ଡୀଗଡ଼ସ୍ଥିତ ତାଙ୍କ ସରକାରୀ ବାସଭବନରେ ପହଞ୍ଚିଛନ୍ତି । ବିଶେଷସୂତ୍ର ଅନୁସାରେ, ସେ ଅବିଳମ୍ବେ ରାଜ୍ୟପାଳଙ୍କୁ […]
Read More...
ରାଜନୀତି 

ନିର୍ବାଚନ ପୂର୍ବରୁ ସରଗରମ ପଞ୍ଜାବ ରାଜନୀତି।

ନିର୍ବାଚନ ପୂର୍ବରୁ ସରଗରମ ପଞ୍ଜାବ ରାଜନୀତି। ପଞ୍ଜାବ: ଡିିସେମ୍ବର୨୦: ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ପଞ୍ଜାବ ରାଜନୀତି। ପଞ୍ଜାବ କଂଗ୍ରେସ ମୁଖ୍ୟ ନବଯୋତ ସିଂ ସିଦ୍ଧୁ ଓ ଆମଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ଚାଲିଛି ତୁତୁ ମେମେ। ଏପରି ସ୍ଥିତିରେ କେଜରିୱାଲଙ୍କ ଉପରେ ବର୍ଷିଛନ୍ତି ସିଦ୍ଧୁ। ତାଙ୍କୁ ମାସ୍କୋରେଡର ସମ୍ବୋଧନ କରି କହିଛନ୍ତି ଯେ ସେ ଦିଲ୍ଲୀର ବ୍ଲ।କ୍ ଫ।ର୍ମ ଆଇନ ବିଷୟରେ ଅବଗତ! ଏକ ବର୍ଷରୁ ଅଧିକ ସମୟ ପଞ୍ଜ।ବରେ ବିବ।ଦ ସହ ସଂଗ୍ର।ମ କରୁଥିବ। ଶ।ସକ କଂଗ୍ରେସ ପ।ଇଁ […]
Read More...
ଦେଶ- ବିଦେଶ 

ମୋହାଲୀ ଶିକ୍ଷକ ଆନ୍ଦୋଳନରେ ସାମିଲ କେଜରିୱାଲ

ମୋହାଲୀ ଶିକ୍ଷକ ଆନ୍ଦୋଳନରେ ସାମିଲ କେଜରିୱାଲ ଦିଲ୍ଲୀ: ନଭେମ୍ବର ୨୭: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ଦଳ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତାଙ୍କ ରାଜନୀତି କୌଶଳ ଦେଖାଇଛନ୍ତି । ମୋହାଲୀରେ ଚାଲିଥିବା ଶିକ୍ଷକ ଆନ୍ଦୋଳନରେ କେଜରିୱାଲ ସାମିଲ ହୋଇଛନ୍ତି । ଦୀର୍ଘ ୧୧ ବର୍ଷ ହେବ ପଞ୍ଜାବର ଶିକ୍ଷକମାନେ ତାଙ୍କ ଅଧିକାର ପାଇଁ ଲଢେଇ ଜାରି ରଖିଛନ୍ତି । ଏତେ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ତାଙ୍କ ସମସ୍ୟା ସମାଧାନ କରୁନାହାନ୍ତି । ଏଣୁ ଏବେ […]
Read More...
ରାଜନୀତି 

ଆପ ଦଳରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ

ଆପ ଦଳରେ ଯୋଗ ଦେଇପାରନ୍ତି ଅଭିନେତା ସୋନୁ ଦିଲ୍ଲୀ: ସେପ୍‌ଟେମ୍ବର ୨୪: ବଲିଉଡ୍‌ ଅଭିନେତା ସୋନୁ ସୁଧ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଦଳ ଆପରେ ଖୁବ୍‌ଶୀଘ୍ର ଯୋଗ ଦେଇପାରନ୍ତି । ଏନେଇ ଗତକାଲି ସୋନୁ ଦଳର ବରିଷ୍ଠ ନେତାଙ୍କ ସହ ମିଶି ଦିଲ୍ଲୀର ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନା କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୁଜରାଟର ନାମୀଦାମୀ ଶିଳ୍ପପତିମାନେ ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଅଗଷ୍ଟରେ ଦିଲ୍ଲୀ ସରକାର ସୋନୁଙ୍କୁ ‘ଦେଶ କେ ମେଣ୍ଟର’ ଦପକ୍ଷପରେ ବ୍ରାଣ୍ଡ ଆମ୍ବାସଡର କରିଥିଲା […]
Read More...

Advertisement