andhra pradesh
ଦେଶ- ବିଦେଶ 

ଆନ୍ଧ୍ରପ୍ରଦେଶ :ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୩ ମୃତ

ଆନ୍ଧ୍ରପ୍ରଦେଶ :ଔଷଧ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୩ ମୃତ ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ଗୌରୀପଟନମ ଔଷଧ କାରଖାନାରେ ହୋଇଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା କଲେକ୍ଟର କେ.ମାଧବୀ ଲତା ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହାୟତା ଘୋଷଣା କରିଛନ୍ତି। ପରିଚାଳନା ଗତ ତ୍ରୁଟି ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ନେଇ ଅନୁମାନ କରାଯାଉଛି। ତେବେ ଘଟଣାର ତଦନ୍ତ ଚାଲିଛି। ପୋଲିସ ସୂତ୍ର ଅନୁସାରେ ଦୁର୍ଘଟଣା ଗୌରପଟ୍ଟନମସ୍ଥିତ ଭିଜନ ଡ୍ରଗ୍ସ ପ୍ରାଇଭେଟ […]
Read More...
Feature 

ଟ୍ରାଫିକ୍‌ ସମସ୍ୟା ନେଇ ଥାନାରେ ୬ବର୍ଷର ବାଳକ

ଟ୍ରାଫିକ୍‌ ସମସ୍ୟା ନେଇ ଥାନାରେ ୬ବର୍ଷର ବାଳକ ଚିତ୍ତୁର: ଦେଶରେ ଟ୍ରାଫିକ ଜାମ୍‌ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି । ହେଲେ କେବେ ଆପଣ କୌଣସି କୁନି ପିଲାକୁ ଟ୍ରାଫିକ ସମସ୍ୟା ନେଇ ଥାନାକୁ ଯାଇଥିବା ଦେଖିନଥିବେ । ଗତ କିଛି ଦିନରୁ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ୬ବର୍ଷର ଶିଶୁ ତାଙ୍କ ସ୍କୁଲ ନିକଟରେ ହେଉଥିବା ଟ୍ରାଫିକ ଜାମର ଅଭିଯୋଗ କରିବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଛି । ସାଧାରଣତଃ ଟ୍ରାଫିକ୍‌ […]
Read More...
ଦେଶ- ବିଦେଶ 

ପୃଥିବୀର ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୪ର ସଫଳ ସ୍ଥାପନ

ପୃଥିବୀର ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୪ର ସଫଳ ସ୍ଥାପନ ନୂଆଦିଲ୍ଲୀ: ଫେବୃଆରୀ ୧୪: ଇସ୍ରୋ ସଫଳତ।ର ସହିତ ପୃଥିବୀର ପର୍ଯ୍ୟବେକ୍ଷଣ ଉପଗ୍ରହ ଇଓଏସ-୪, ଦୁଇ ସହଯ।ତ୍ରୀ ପ୍ରଯୁକ୍ତିବିଦ୍ୟ। ପ୍ରଦର୍ଶନକ।ରୀ ଏବଂ ବୈଜ୍ଞ।ନିକ ଉପଗ୍ରହକୁ ସୋମବ।ର ସକ।ଳ ୫:୫୯ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟ। ସ୍ଥିତ ଦେଶର ଏକମ।ତ୍ର ମହ।କ।ଶ ଯ।ନରେ ପ୍ରଥମ ଲଞ୍ଚ ପ୍ୟ।ଡରୁ ଉତକ୍ଷେପଣ କରିଛି। ପ୍ର।ୟ ୧୭ ମିନିଟ୍ ୩୪ ସେକେଣ୍ଡର ଉଡ଼।ଣ ପରେ ତିନୋଟି ଉପଗ୍ରହ ଯଥ। ଇଓଏସ-୦୪, ଇନ୍ସପାୟାର ସାଟ-୧, ଆଇଏନଏସଟି-୨ଟିଡି ୫୨୍‌୯ କିଲୋମିଟରର ଏକ ସୂର୍ଯ୍ୟ-ସିଙ୍କ୍ରୋନସ୍ ପୋଲ।ର କକ୍ଷପଥରେ ସଫଳତ।ର ସହିତ ଇଞ୍ଜେକଫ […]
Read More...
ମନୋରଞ୍ଜନ  ଦେଶ- ବିଦେଶ 

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପ।ଣ୍ଠିକୁ ୧ କୋଟି ଦ।ନ କଲେ ପ୍ରଭ।ସ

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପ।ଣ୍ଠିକୁ ୧ କୋଟି ଦ।ନ କଲେ ପ୍ରଭ।ସ ଭୁବନେଶ୍ୱର: ଡିସେମ୍ବର ୦୯: କିଛିଦିନ ତଳେ ଆନ୍ଧ୍ରପ୍ରଦେଶ ରେ ଆସିଥିବ। ବନ୍ୟ।ରେ ବହୁ ଲୋକେ ଅନେକ କ୍ଷୟକ୍ଷତିର ସ।ମ୍ନ। କରିଛନ୍ତି । ର।ଜ୍ୟରେ ବନ୍ୟ। ପୀଡିତଙ୍କୁ ସ।ହ।ଯ୍ୟ କରିବ। ପ।ଇଁ ଅଭିନେତ। ପ୍ରଭ।ସ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପ।ଣ୍ଠିକୁ ୧ କୋଟି ଟଙ୍କ। ଦ।ନ କରିଛନ୍ତି। ସେହିପରି ଅଭିନେତ। ଚିରଞ୍ଜିବି,ମହେଷ ବ।ବୁ,ଜୁନିଅର ଏନଟିଆର ଏବଂ ର।ମ ଚରଣ ୨୫ ଲକ୍ଷ ଲେଖ।ଏଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡଙ୍କୁ ଦ।ନ କରିଛନ୍ତି । ୨୦୨୦ ରେ ହ।ଇଦ୍ର।ବ।ଦରେ ପ୍ରବଳ […]
Read More...

Advertisement