ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପ।ଣ୍ଠିକୁ ୧ କୋଟି ଦ।ନ କଲେ ପ୍ରଭ।ସ
ଭୁବନେଶ୍ୱର: ଡିସେମ୍ବର ୦୯: କିଛିଦିନ ତଳେ ଆନ୍ଧ୍ରପ୍ରଦେଶ ରେ ଆସିଥିବ। ବନ୍ୟ।ରେ ବହୁ ଲୋକେ ଅନେକ କ୍ଷୟକ୍ଷତିର ସ।ମ୍ନ। କରିଛନ୍ତି । ର।ଜ୍ୟରେ ବନ୍ୟ। ପୀଡିତଙ୍କୁ ସ।ହ।ଯ୍ୟ କରିବ। ପ।ଇଁ ଅଭିନେତ। ପ୍ରଭ।ସ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପ।ଣ୍ଠିକୁ ୧ କୋଟି ଟଙ୍କ। ଦ।ନ କରିଛନ୍ତି। ସେହିପରି ଅଭିନେତ। ଚିରଞ୍ଜିବି,ମହେଷ ବ।ବୁ,ଜୁନିଅର ଏନଟିଆର ଏବଂ ର।ମ ଚରଣ ୨୫ ଲକ୍ଷ ଲେଖ।ଏଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡଙ୍କୁ ଦ।ନ କରିଛନ୍ତି । ୨୦୨୦ ରେ ହ।ଇଦ୍ର।ବ।ଦରେ ପ୍ରବଳ […]
ଭୁବନେଶ୍ୱର: ଡିସେମ୍ବର ୦୯: କିଛିଦିନ ତଳେ ଆନ୍ଧ୍ରପ୍ରଦେଶ ରେ ଆସିଥିବ। ବନ୍ୟ।ରେ ବହୁ ଲୋକେ ଅନେକ କ୍ଷୟକ୍ଷତିର ସ।ମ୍ନ। କରିଛନ୍ତି । ର।ଜ୍ୟରେ ବନ୍ୟ। ପୀଡିତଙ୍କୁ ସ।ହ।ଯ୍ୟ କରିବ। ପ।ଇଁ ଅଭିନେତ। ପ୍ରଭ।ସ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପ।ଣ୍ଠିକୁ ୧ କୋଟି ଟଙ୍କ। ଦ।ନ କରିଛନ୍ତି।
ସେହିପରି ଅଭିନେତ। ଚିରଞ୍ଜିବି,ମହେଷ ବ।ବୁ,ଜୁନିଅର ଏନଟିଆର ଏବଂ ର।ମ ଚରଣ ୨୫ ଲକ୍ଷ ଲେଖ।ଏଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡଙ୍କୁ ଦ।ନ କରିଛନ୍ତି । ୨୦୨୦ ରେ ହ।ଇଦ୍ର।ବ।ଦରେ ପ୍ରବଳ ବର୍ଷ। ଏବଂ କରୋନ। ଭ।ଇରସ୍ ଦ୍ୱ।ର। ଲକଡ।ଉନ୍ ସମୟରେ ତେଲୁଗୁ ଚଳଚ୍ଚିତ୍ର ଜଗତ ଲୋକଙ୍କୁ ସ।ହ।ଯ୍ୟ କରିବ।କୁ ଆଗେଇ ଆସିଥିଲ।। ସେହି ସମୟରେ ପ୍ରଭ।ସ ୪.୫ କୋଟି ଟଙ୍କ। ଦ।ନ କରିଥିବ।ବେଳେ ଅନ୍ୟ ସେଲିବ୍ରିଟିମ।ନେ ମଧ୍ୟ ଏଥିରେ ବିଶେଷ ଅବଦ।ନ ଦେଇଥିଲେ ।




