anand mahindra
ଦେଶ- ବିଦେଶ 

ଅଗ୍ନିବୀରମାନଙ୍କୁ ଦିଆଯାଇଛି ବିଶେଷ ଅଫର

ଅଗ୍ନିବୀରମାନଙ୍କୁ ଦିଆଯାଇଛି ବିଶେଷ ଅଫର ନୂଆଦିଲ୍ଲୀ: ଜୁନ ୨୦: ଆଜି ଯାଏଁ ଥମୁନି ଅଗ୍ନିପଥ ନିଆଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତାରି ଭିତରେ ଅଗ୍ନିବୀରଙ୍କ ପାଇଁ ଦିଆଯାଉ ମଲଫି ଅଫର୍‌ । ପ୍ରଥମେ ବୟସ ସୀମା ବୃଦ୍ଧି କରାଯାଇଥିବା ବେଳେ ଏହାପରେ ଅଗ୍ନିବୀରଙ୍କ ପାଇଁ ବେତନ, ୟୁନିଫର୍ମ ଓ ଛୁଟି ନେଇ ବାୟୁସେନା ବିସ୍ତୃତ ତଥ୍ୟ ଜାରି କରିଛି । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ […]
Read More...
ଜୀବନଚର୍ଯ୍ୟା 

ଆନନ୍ଦ ମହିନ୍ଦ୍ରା ସେୟାର୍‌ କଲେ ଜଣେ ବାଳକର ମାଛଧରା ଭିଡିଓ: ଦେଲେ ସଫଳତାର ବାର୍ତ୍ତା

ଆନନ୍ଦ ମହିନ୍ଦ୍ରା ସେୟାର୍‌ କଲେ ଜଣେ ବାଳକର ମାଛଧରା ଭିଡିଓ: ଦେଲେ ସଫଳତାର ବାର୍ତ୍ତା ଦିଲ୍ଲୀ: ଏପ୍ରିଲ ୦୨: ନିକଟରେ ‘ମହିନ୍ଦ୍ରା ଗ୍ରୁପ୍‌’ର ଅଧ୍ୟକ୍ଷ ଓ ନିର୍ଦ୍ଦେଶକ ଆନନ୍ଦ ମହିନ୍ଦ୍ରା ଜଣେ ବାଳକର ମାଛଧରା ଭିଡିଓ ଟୁଇଟର୍‌ରେ ସେୟାର୍‌ କରିଛନ୍ତି । ଯେଉଁଥିରେ ଜଣେ ବାକଳ ଏକ ରୋଲର୍‌ ଭଳି ଯନ୍ତ୍ର ଆଣି ପୋଖରୀ ନିକଟରେ ରଖୁଛି ଓ ସେଥିରେ ମାଛ ଫସିବା ପାଇଁ ସ୍ଥିର ଚିତ୍ତରେ ଅପେକ୍ଷା କରୁଛି । This showed up in my inbox without commentary. It is strangely calming to watch in […]
Read More...
Feature 

ବର୍ଜ୍ୟବସ୍ତୁରୁ ଆଇରନ୍‌ ମ୍ୟାନର ନକଲ ସୁଟ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ‘ପ୍ରେମ’

ବର୍ଜ୍ୟବସ୍ତୁରୁ ଆଇରନ୍‌ ମ୍ୟାନର ନକଲ ସୁଟ୍‌ ପ୍ରସ୍ତୁତ କରି ଚର୍ଚ୍ଚାରେ ‘ପ୍ରେମ’ ମଣିପୁର: ଛୋଟ ପିଲାଙ୍କ ମଧ୍ୟରେ କିଛି କରିବାର ଉତ୍ସାହ ସବୁବେଳେ ଅଧିକ ରହିଥାଏ । ଯାହାଫଳରେ ଏମାନେ ବିଭିନ୍ନ ପ୍ରକାରର ଉଦ୍ଭାବନ ଓ ଆବିଷ୍କାର କରିଥାଆନ୍ତି । ସେହିଭଳି ଜଣେ ଯୁବକ ହେଉଛନ୍ତି ପ୍ରେମ । ମଣିପୁରର ପ୍ରେମ ପ୍ରସ୍ତୁତ କରିଛନ୍ତି ସୁପରହିରୋ ଆଇରନ୍‌ ମ୍ୟାନର ନକଲ ସୁଟ୍‌ । ଏହି ସୁଟ୍‌ଟି ସେ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ କରିଛନ୍ତି । ପ୍ରେମ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହେବାରେ ଲାଗିଛି । […]
Read More...

Advertisement