america news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ଜଜ୍
Published On
By Samaya Live
କେଟାନଜୀ ବ୍ରାଉନ ଜ୍ୟାକସନ ଆମେରିକାର ସୁପ୍ରିମକୋର୍ଟର ପ୍ରଥମ ଅଶେ୍ୱତ ମହିଳା ବିଚାରପତି ହୋଇଛନ୍ତି । ସେ ଗୁରୁବାର ରାତିରେ ଶପଥ ଗ୍ରହଣ କରି ଇତିହାସ ରଚିଛନ୍ତି । ତାଙ୍କ ନାମ ରାଷ୍ଟ୍ରପତି ଜୋ ବିଡେନଙ୍କ ଦ୍ୱାରା ସୁପାରିଶ କରାଯାଇଥିଲା । ଆମେରିକାର ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଷ୍ଟିଫେନ୍ ବ୍ରେୟର ଗୁରୁବାର ଅବସର ନେଇଛନ୍ତି । ବିଶେଷ କଥା ହେଉଛି ଜଷ୍ଟିସ୍ ବ୍ରେୟରଙ୍କ କର୍ମଚାରୀଙ୍କ ମଧ୍ୟରେ କେଟାନଜୀ ହେଡ୍ କ୍ଲର୍କ ଥିଲେ । ବର୍ତ୍ତମାନ ସେ ଜଜ୍ ଚେୟାରରେ […]
ଫୋବିଆ କାରଣରୁ କିଣିଲେ ସୁପରମାର୍କେଟ୍
Published On
By Samaya Live
ଆମେରିକା: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଫୋବିଆ ରହିଥାଏ । କିଏ ଉଚ୍ଚା ସ୍ଥାନକୁ ଡରୁଥିବା ବେଳେ ଆଉ କିଏ ପାଣିକୁ ଡରିଥାଏ । ତେବେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କୁ ଜୀବାଣୁକୁ ଡରିଥାନ୍ତି । ତେବେ ଜୀବାଣୁକୁ ସମସ୍ତେ ଡରନ୍ତି, ହେଲେ ଏହି ମହିଳାଙ୍କ କଥା ଟେିକ ଅଲଗା । ସେ ଏତେ ମାତ୍ରାରେ ଜୀବାଣୁକୁ ଡରନ୍ତି ଯେ ଲୋକଙ୍କ ସହ ସମ୍ପର୍କ ମଧ୍ୟ ରଖନ୍ତି ନାହିଁ । ସେହିଭଳି ନିଜ ଡର କାରଣରୁ ସେ […]
ମେକ୍ସିକୋରେ ଭୂକମ୍ପ: ସୁନାମୀର ଆଶଙ୍କା
Published On
By Samaya Live
ମେକ୍ସିକୋ: ସେପ୍ଟେମ୍ବର ୮: ଉତ୍ତର ଆମେରିକାର ଦେଶ ମେକ୍ସିକୋର ଦକ୍ଷିଣ ଅଞ୍ଚଳରେ ଆଜି ସକାଳ ସମୟରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ବିଶେଷଜ୍ଞଙ୍କ ଅନୁଯାୟୀ, ଭୂକମ୍ପର ତୀବ୍ରତା ୬.୯ ରହିଥିଲା । ପରେ ନ୍ୟାସ୍ନଲ ସିସ୍ମେଲୋଜିକ୍ ସର୍ଭେ (ରାଷ୍ଟ୍ରିୟ ଭୂକମ୍ପ ସେବା)ରେ ଜଣାପଡ଼ିଛିଯେ, ମେକ୍ସିକୋର ପ୍ରଶା; ସାଗର ତଟ ନିକଟସ୍ଥ ୭.୧ ତୀବ୍ରତା ବିଶିଷ୍ଟ ଭୂକମ୍ପ ଡାଟା ସଂଗ୍ରହ କରାଯାଇଛି । ତେବେ ଏତେ ଅଧିକା ତୀବ୍ରତା ହେତୁ ମେକ୍ସିକୋ ସିଟିର ଅନେକ ଅଟ୍ଟାଳିକା ଥରି […]
ଦରକାରୀ ଲୋକଙ୍କ ସାହାରା
Published On
By Samaya Live
ଆମେରିକା: ସେପ୍ଟେମ୍ବର ୭: ଦୁନିଆରେ ଅନେକ ପରୋପକାରୀ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଉପାୟ କରିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଆମେରିକାର ଏହି ବ୍ୟକ୍ତି ଜଣଙ୍କ ବ୍ୟବହୃତ ପୁରୁଣା କାର ଦରକାରୀ ଲୋକଙ୍କୁ ବାଣ୍ଟୁଛନ୍ତି । ଏହି ବ୍ୟକ୍ତିଙ୍କର ପିତା ଜଣେ କାର ମେକାନିକ୍ ଥିଲେ । ତେବେ ପିତାଙ୍କର ମୃତୁ୍ୟପରେ ମଧ୍ୟ ବ୍ୟକ୍ତି ଜଣଙ୍କ ପିତାଙ୍କର ବ୍ୟବସାୟକୁ ବନ୍ଦ ନକରି […]
ଆମେରିକାର ଉତ୍ତର-ପୂର୍ବରେ ‘ଇଡା’ର ପ୍ରଳୟ, ୪୫ ମୃତ
Published On
By Samaya Live
ଆମେରିକା: ସେପ୍ଟେମ୍ବର ୩ : ଉତ୍ତର-ପୂର୍ବ ଆମେରିକାରେ ‘ଇଡା’ ବାତ୍ୟା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବୁଧବାର ବିଳମ୍ବିତ ରାତ୍ରିରେ ବାତ୍ୟା ଇଡାରେ ଆମେରିକାରେ ଅତି ପ୍ରବଳ ବର୍ଷା ହୋଇଥିଲା । ଏହାର ପ୍ରଭାବରେ ନଦୀରେ ବନ୍ୟା ଆସି ନୁ୍ୟୟର୍କ ଓ ମାମାରୋନେକ୍ ସହରରେ ପାଣି ପଶିଯାଇଛି । ମେରିଲ୍ୟାଣ୍ଡରୁ ନୁ୍ୟୟର୍କ ସହର ପର୍ଯ୍ୟନ୍ତ ଅତି କମ୍ରେ ୪୫ ଜଣଙ୍କର ମୃତୁ୍ୟ ଘଟିଥିବା ସୂଚନା ମିଳିଛି । ନୁ୍ୟୟର୍କରେ ପ୍ରାୟ ୧୨ ଜଣଙ୍କର ମୃତୁ୍ୟ […]

