amarnath yatra
ଦେଶ- ବିଦେଶ 

ଅମରନାଥରେ ସ୍ୱାଭାବିକ କରାଯାଉଛି ସ୍ଥିତି

ଅମରନାଥରେ ସ୍ୱାଭାବିକ କରାଯାଉଛି ସ୍ଥିତି ଅମରନାଥ: ଜୁଲାଇ ୧୧: ଅମରନାଥ ବର୍ଷା ବିଭୀଷିକାର ୪୮ ଘଣ୍ଟା ପରେ ବି ସ୍ୱାଭାବିକ ହୋଇନି ଦେବସ୍ଥଳର ସ୍ଥିତି । ଧସିଥିବା ମାଟି ଅତଡ଼ା ଓ ବାଦଲଫଟା ବର୍ଷା ପରର ଧ୍ୱଂସସ୍ତୂପ ତଳୁ ଏବେ ବି ଖୋଜାଖୋଜି ଚାଲିଛି । ପବିତ୍ର ଅମରନାଥ ଗୁମ୍ଫା ନିକଟରେ ଗତ ଶୁକ୍ରବାର ପ୍ରଳୟଙ୍କରୀ ବର୍ଷା ପରେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତିରେ ସୁଧାର ପାଇଁ ଜାରି ରହିଛି ଉଦ୍ୟମ । ଅଘଟଣ ପରଠୁ ଆଜିକୁ ଦୁଇଦିନ ଧରି ଯାତ୍ରା ସ୍ଥଗିତ […]
Read More...
ଦେଶ- ବିଦେଶ 

ଅମରନାଥ ଯାତ୍ରାରେ ୧୬ ମୃତ, ୪୦ ଆହତ

ଅମରନାଥ ଯାତ୍ରାରେ ୧୬ ମୃତ, ୪୦ ଆହତ ଅମରନାଥ: ଜୁଲାଇ ୦୯: ପବିତ୍ର ଅମରନାଥ ଯାତ୍ରା ବେଳେ ଘଟିଲା ବଡ଼ ଅଘଟଣ । ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି । ଅମରନାଥ ଯାତ୍ରା ଚାଲିଥିବା ବେଳେ ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ୫ଟା ବେଳେ ଗୁମ୍ଫା ପାଖାପାଖି ଅଞ୍ଚଳରେ ହଠାତ ପ୍ରବଳ ବର୍ଷା ସାଙ୍ଗକୁ ଭୁÕଳନ ମଧ୍ୟ ହୋଇଥିଲା । ପ୍ରବଳ […]
Read More...
ଦେଶ- ବିଦେଶ  ଅପରାଧ 

ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୩ ଆତଙ୍କବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେଲେ ୩ ଆତଙ୍କବାଦୀ ଅମରନାଥ: ମଇ ୦୭: ପୁଣି ନିପାତ ହେଲେ ତିନି ଆତଙ୍କବାଦୀ। ପହଲଗାମର ଅନନ୍ତନାଗ ଜିଲ୍ଲାରେ ୩ ହିଜବୁଲ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଅମରନାଥ ଯାତ୍ରାରେ ବାଧା ଆଣିବା ପାଇଁ ଏମାନେ ମାଷ୍ଟର ପ୍ଲାନ ଚଳାଇଥିଲେ । ତେବେ ସେମାନଙ୍କ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । କାଶ୍ମୀର ପୋଲିସଙ୍କ କହିବାନୁଯାୟୀ ଆଜି ନିପାତ ହୋଇଥିବା ତିନି ଆତଙ୍କବାଦୀଙ୍କ ମଧ୍ୟରୁ ଅଶରଫ ମୌଲବୀ ଦୀର୍ଘ ଦିନ ଧରି ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ପାଇଁ କାମ କରୁଥିଲେ […]
Read More...

Advertisement