Agnipath scheme
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଅଗ୍ନିବୀରର ୩୦ଟି ସ୍ଲଟ ପାଇଁ ଆବେଦନ ହେଲାଣି ୫୬,୯୬୦ ଫର୍ମ
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୭: ଅଗ୍ନିପଥ ଯୋଜନାରେ ପଞ୍ଜିକରଣ ପାଇଁ ଭାରତୀୟ ବାୟୁସେନାକୁ ଆସିଲାଣି ୫୬,୯୬୦ଟି ଆବେଦନପତ୍ର । ୩୦ଟି ସ୍ଲଟ୍ ପାଇଁ ଆଜି ସୁଦ୍ଧା ଏତିକି ଆବେଦନପତ୍ର ପହଞ୍ଚିଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ସେହିପରି ଆସନ୍ତା ଜୁଲାଇ ୫ରେ ଭାରତୀୟ ବାୟୁସେନା ପାଇଁ ଅଗ୍ନିପଥ ଯୋଜନାର ନିଯୁକ୍ତି ପ୍ରକ୍ରିୟା ସରୁଛି । ଭାରତୀୟ ବାୟୁସେନା ୩ ହଜାର ଅଗ୍ନିବୀର ନିଯୁକ୍ତ କରିବାକୁ ଲକ୍ଷ୍ୟ ରଖିଛି । ଏହାସହ ଡିସେମ୍ବର ୩୦ ତାରିଖ ସୁଦ୍ଧା ପ୍ରଶିକ୍ଷଣ […]
ବାୟୁସେନାର ଅଗ୍ନିବୀର ଭର୍ତ୍ତି ପାଇଁ ଆଜିଠୁ ଆରମ୍ଭ ହେଲା ପଞ୍ଜିକରଣ
Published On
By Samaya Live
ଦିଲ୍ଲୀ :ଜୁନ୍ ୨୪: ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିବାଦ ଦେଖାଯାଉଥିଲା ବେଳେ ବାୟୁସେନାରେ ଅଗ୍ନିବୀର ବାୟୁ ଭର୍ତ୍ତି ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଏନେଇ ଏୟାର୍ ମାାର୍ଶଲ ଏସ୍.କେ ଝା ପ୍ରେସ୍ ମିଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ବାୟୁସେନାରେ ଅଫିସିଆଲ୍ େୱବସାଇଟ୍ରେ ପଞ୍ଜୀକରଣ କରାଯାଉଛି । ତେବେ ଏନେଇ ଗତ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଅଧିକାରିକ ସୂଚନା ଅନୁସାରେ, ପଞ୍ଜୀକରଣର ତାରିଖ ଆଜିଠୁ ଅର୍ଥାତ୍ ୨୪ […]
ଅଗ୍ନିବୀରମାନଙ୍କୁ ଦିଆଯାଇଛି ବିଶେଷ ଅଫର
Published On
By Samaya Live
ନୂଆଦିଲ୍ଲୀ: ଜୁନ ୨୦: ଆଜି ଯାଏଁ ଥମୁନି ଅଗ୍ନିପଥ ନିଆଁ । ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ତାରି ଭିତରେ ଅଗ୍ନିବୀରଙ୍କ ପାଇଁ ଦିଆଯାଉ ମଲଫି ଅଫର୍ । ପ୍ରଥମେ ବୟସ ସୀମା ବୃଦ୍ଧି କରାଯାଇଥିବା ବେଳେ ଏହାପରେ ଅଗ୍ନିବୀରଙ୍କ ପାଇଁ ବେତନ, ୟୁନିଫର୍ମ ଓ ଛୁଟି ନେଇ ବାୟୁସେନା ବିସ୍ତୃତ ତଥ୍ୟ ଜାରି କରିଛି । ୧ କୋଟି ଟଙ୍କାର ବୀମା ସହ କ୍ୟାଣ୍ଟିନ […]
ଆରମ୍ଭ ହେଲା ଭାରତୀୟ ସେନାର ନୂଆ ନିୟୁକ୍ତି ‘ଅଗ୍ନିପଥ’
Published On
By Samaya Live
ଦିଲ୍ଲୀ: ଜୁନ୍ ୧୪: ସେନାରେ ଭର୍ତ୍ତି ହେବା ପାଇଁ ଭାରତ ସରକାର ଆଜି ‘ଅଗ୍ନିପଥ’ ଯୋଜନାର ଘୋଷଣା କରିଛନ୍ତି । ଏହି ଯୋଜନା ଅଧିନରେ ଭାରତୀୟ ଯୁବକ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯୋଗ ଦେଇ ଦେଶ ପାଇଁ ସୁଯୋଗ ମିଳିବ । ଯାହାକୁ ‘ଟୁର୍ ଅଫ୍ ଡୁ୍ୟଟି’କୁହାଯାଉଛି । ମହିଳାମାନେ ମଧ୍ୟ ଏହି ଅଗ୍ନିପଥ ଯୋଜନାରେ ନିୟୁକ୍ତି ପାଇବେ । ଯୋଜନା ଅଧୀନରେ ଭର୍ତ୍ତି ହୋଇଥିବା ୮୦% ଯୁବକଙ୍କୁ ଏଥିରୁ ବିରାମ ଦିଆଯିବ । ହେଲେ […]

