Active cases in India
ଦେଶ- ବିଦେଶ 

ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି

ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୨୫: ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ପାଇଛି I ଗୋଟିଏ ଦିନରେ ୮୪୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ ରେ ପହଂଚିଛି I ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି ୧.୮୪ ପ୍ରତିଶତରେ […]
Read More...
ଦେଶ- ବିଦେଶ 

ଗୋଟିଏ ଦିନରେ ଭାରତରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୮୩ ଲକ୍ଷ

ଗୋଟିଏ ଦିନରେ ଭାରତରେ ୫୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫.୮୩ ଲକ୍ଷ ଭୁବନେଶ୍ୱର: ଜୁଲାଇ 30: ଦେଶରେ ୨୪ ଘଂଟାରେ ୫୨,୧୨୩ ଟି ନୂଆ କୋଭିଡ ପଜିଟିଭ କେଶ ରେକର୍ଡ କରାଯାଇଛି I ଦେଶରେ ମୋଟ କୋଭିଡ ପଜିଟିଭ ସଂଖ୍ୟା ୧୫,୮୩,୭୯୨ ରେ ପହଂଚିଛି I ସେହିପରି ଗୋଟିଏ ଦିନରେ ୭୭୫ ଜଣ କରୋନା ରେ ମୃତ୍ୟୁବରଣ କରିଛନ୍ତି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୩୪,୯୬୮ କୁ ବୃଦ୍ଧି ପାଇଛି I ଗତ ୨୪ ଘଂଟାରେ ସୁସ୍ଥ ହେଇଛନ୍ତି ୩୨,୫୫୩ ଜଣ କରୋନା ସଂକ୍ରମିତ I ସୁସ୍ଥ ହେଇଥିବା ରୋଗୀଙ୍କ […]
Read More...
ଦେଶ- ବିଦେଶ 

ଗୋଟିଏ ଦିନରେ ୪୯,୩୧୦ କରୋନା ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮୭ ଲକ୍ଷ ରେ ପହଁଚିଲା

ଗୋଟିଏ ଦିନରେ ୪୯,୩୧୦ କରୋନା ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮୭ ଲକ୍ଷ ରେ ପହଁଚିଲା ଭୁବନେଶ୍ୱର: ଜୁଲାଇ ୨୪: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନ ପରେ ଦିନ ରେକର୍ଡ କରି ଚାଲିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୪୯ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ I ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ରେ ପହଂଚିଛି I ଦିନକରେ ୭୪୦ ଜଣଙ୍କର ମୃତ୍ୟୁ ହେଇଛି I ମୋଟ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧ ରେ ପହଂଚିଛି I ସେହିପରି, ଏ ପର୍ଯ୍ୟନ୍ତ […]
Read More...
ଦେଶ- ବିଦେଶ  ଓଡ଼ିଶା 

ଦିନକରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଲା

ଦିନକରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ଟପିଲା ଭୁବନେଶ୍ୱର: ଜୁଲାଇ ୨୦: ଗୋଟିଏ ଦିନରେ ଦେଶରେ ୪୦ ହଜାର ୪୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ୫ ଦିନ ହେଲା ପ୍ରତ୍ୟେକ ଦିନ ୩୦ ହଜାର ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଦେଶରେ I ତେବେ, ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪୦ ହଜାର ରୁ ଉର୍ଦ୍ଧ୍ଵ କୋଭିଡ କେଶ ଚିହ୍ନଟ ହେଇଛନ୍ତି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା […]
Read More...
ଦେଶ- ବିଦେଶ 

ଦେଶରେ ୨୪ ଘଂଟାରେ ସର୍ବାଧିକ ୩୮,୯୦୨ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି

ଦେଶରେ ୨୪ ଘଂଟାରେ ସର୍ବାଧିକ ୩୮,୯୦୨ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୧୯: ଭାରତରେ ୨୪ ଘଂଟାରେ ୩୮,୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୩ ଲକ୍ଷ ୭୩ ହଜାର ୩୭୯ ଜଣ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ୬ ଲକ୍ଷ ୭୭ ହଜାର ୪୨୩ ଜଣ ସୁସ୍ଥ ହେଇସାରିଛନ୍ତି I ଆରୋଗ୍ୟ ଲାଭ […]
Read More...
ଦେଶ- ବିଦେଶ 

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଲା: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୭,୧୧୪ ଜଣ ଆକ୍ରାନ୍ତ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ଟପିଲା: ଗୋଟିଏ ଦିନରେ ଚିହ୍ନଟ ହେଲେ ୨୭,୧୧୪ ଜଣ ଆକ୍ରାନ୍ତ ଭୁବନେଶ୍ୱର : ଜୁଲାଇ ୧୧: ଭାରତରେ ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଗତ କାଲି ୨୬,୫୦୬ ଜଣ ଚିହ୍ନଟ ହେଇଥିବା ବେଳେ, ଆଜି ଚିହ୍ନଟ ହେଇଛନ୍ତି ୨୭,୧୧୪ ଜଣ I ଏହି ସଂଖ୍ୟାକୁ ମିଶାଇ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ ରେ ପହଂଚିଛି I ସେହିପରି, ଗତ ୨୪ ଘଂଟାରେ ୫୧୯ ଜଣଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨,୧୨୩ କୁ ବୃଦ୍ଧି ପାଇଛି I […]
Read More...
ଦେଶ- ବିଦେଶ 

ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ

ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ ଭୁବନେଶ୍ୱର: ଜୁନ ୨୧: ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ ୧୫,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ଭାରତରେ, ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪,୧୦,୪୬୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୩୦୬ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୩,୨୫୪ ରେ ପହଂଚିଛି I ଦେଶରେ ୨,୨୭,୭୫୬ ଜଣ ସୁସ୍ଥ ହେଇସାରିଥିବା ବେଳେ, ୧,୬୯,୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ […]
Read More...
ଦେଶ- ବିଦେଶ 

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୪୨୪ କୁ ବୃଦ୍ଧି ପାଇଲା; ଗତ ୨୪ ଘଣ୍ଟାରେ ୧୧,୫୦୨ ଆକ୍ରାନ୍ତ ଚିହ୍ନଟ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩,୩୨,୪୨୪ କୁ ବୃଦ୍ଧି ପାଇଲା; ଗତ ୨୪ ଘଣ୍ଟାରେ ୧୧,୫୦୨ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର: ଜୁନ ୧୫: ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୫୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ୩୨୫ ଜଣଙ୍କର ମୃତ୍ୟୁ ହେଇଛି I ଗତ କିଛିଦିନ ହେଲା,ପ୍ରତିଦିନ ୧୧ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩,୩୨,୪୨୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇସାରିଲେଣି I ସେଥିମଧ୍ୟରୁ, ୯୫୨୦ ଜଣଙ୍କର ମୃତ୍ୟୁ ହେଇଛି ଏବଂ ୧,୬୯,୭୯୭ ଜଣ ସୁସ୍ଥ ହେଇସାରିଛନ୍ତି I […]
Read More...

Advertisement