accident
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କୁଆଖାଇରେ ଅଘଟଣ : ଗାଧୋଇବାବେଳେ ବୁଡି ଯାଇ ୨ ନିଖୋଜ
Published On
By Samaya Live
କଟକ:କୁଆଖାଇରେ ପୁଣି ଅଘଟଣ I ଗାଧୋଇବା ବେଳେ ବୁଡି ଯାଇ ଦୁଇ ଯୁବକ ନିଖୋଜ । ଘଟଣାଘଟିଛି କଟକ ପ୍ରତାପନଗରୀ ନିକଟ କୁଆଖାଇ ଘାଟରେ I ଉଦ୍ଧାର ପାଇଁ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ୟମ ଜାରି ରଖିଛନ୍ତି। ଘଟଣାନୁସାରେ, ପାଞ୍ଚ ଜଣ ସାଙ୍ଗ ଏକାଠି ହୋଇ ପ୍ରତାପନଗରୀ ନିକଟରେ ଥିବା କୁଆଖାଇ ଘାଟରେ ଗାଧୋଉ ଥିଲେ I ସେହି ସମୟରେ ଚୋରାବାଲି ରେ ଗୋଡ଼ ଖସି ଯିବାରୁ ହଠାତ ଜଣେ […]
ବାଇକ ସହ ଜଳିଗଲେ ଅଜଣା ଯୁବକ
Published On
By Samaya Live
ଭୁବନେଶ୍ୱର: ଜୁନ ୨୭: ବାଇକ ଚଲଉ ଚଲଉ ଜଳିଗଲେ ଯୁବକ । ରାଜଧାନୀରେ ଦୁଇ ଦୁଇଟି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଆଚାର୍ଯ୍ୟବିହାର ଫ୍ଲାଏଓଭର ମହାରାଜା ଫିଲ୍ମ ହଲ୍ ନିକଟରେ ଦୁଇ ଦୁଇଟି ଅଘଟଣ ଘଟିଛି । ବାଇକ୍ ସହ ଜଳି ଗଲେ ଯୁବକ । ରାଜପଥରେ ଜଣେ ଯୁବକଙ୍କ ସହ ତାଙ୍କ ବାଇକ୍ ଜଳିଯାଇଥିବା ଦେଖିବାକୁ ମିଳିଛି । ହେଲେ କେଉଁ ପରିସ୍ଥିତିରେ କିଭଳି ଯୁବକ ଜଣକ ପୋଡିଗଲେ ତାହା ସ୍ପଷ୍ଟ ହୋଇନି । […]
ଦୁର୍ଘଟଣାରେ ୭ ଜବାନ ସହିଦ୍
Published On
By Samaya Live
ଲଦାଖ: ମଇ ୨୮: ଲଦାଖର ତୁରତୁକ ସେର ଜୋଜିଲା ପାଖରେ ମର୍ମ;ୁଦ ଦୁର୍ଘଟଣା । ଏଥିରେ ୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଘଟଣାରେ ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପ୍ରୟାସ ଜାରି ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ଆହତଙ୍କୁ ଏୟାର ଲିଫଫ କରି େୱଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି । ମିଳିଥିବା ସୂଚନା ଅନୁସାରେ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଜୋଜିଲା […]
ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ
Published On
By Samaya Live
ୟୁପି: ମାର୍ଚ୍ଚ ୦୫: ୟୁପି ସାହାରନପୁରରୁ ଦିଲ୍ଲୀ ଯାଉଥିବା ଯାତ୍ରୀବାହୀ ଟ୍ରେନରେ ଅଗ୍ନିକାଣ୍ଡ। ବ୍ରେକ୍ ଜାମ ଯୋଗୁଁ ମେରଟର ଦୌରାଲା ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ସୂଚନା ରହିଛି। ନିଆଁରେ ଟ୍ରେନ ଇଞ୍ଜିନ୍ ସମେତ ଦୁଇଟି କୋଚ ପୋଡ଼ି ପାଉଁଶ ହୋଇଯାଇଛି। ଇଞ୍ଜିନ ନିକଟସ୍ଥ କୋଚରେ ଥିବା ଯାତ୍ରୀମାନଙ୍କ ପାଦ ତଳୁ ହଠାତ୍ ଧୂଆଁ ବାହାରିବାରେ ଲାଗିଲା । କିଛି ଯାତ୍ରୀ ଦଉଡ଼ି ଯାଇ ଡ୍ରାଇଭରଙ୍କୁ ଏସମ୍ପର୍କରେ ଜଣାଇଥିଲେ । ଟ୍ରେନରେ ନିଆଁ ଲାଗିବା ମାତ୍ରେ ପଛ […]
ଉତ୍ତରପ୍ରଦେଶ ଦୁର୍ଘଟଣାରେ ୧୧ ମୃତ
Published On
By Samaya Live
ଉତ୍ତରପ୍ରଦେଶ: ଫେବୃଆରୀ ୨୨: ଏକ ବିବାହରୁ ଫେରୁଥିବା ୧୧ ଲୋକ ଉତ୍ତରପ୍ରଦେଶରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଦୁଇଜଣ ଆହତ ହୋଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ଚମ୍ପାୱାଟ ଜିଲ୍ଲାରେ ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ସେମାନେ ଯାଉଥିବା ଗାଡିଟି ସୁଖିଦାଙ୍ଗ ରିଥା ସାହିବ ରାସ୍ତା ନିକଟରେ ଥିବା ଏକ ଘାଟରେ ଖସିପଡିଥିଲା, କୁମାଓନ୍ ଡେପୁଟି ଇନ୍ସପେକ୍ଟର ନୀଲେଶ ଆନନ୍ଦ ଭର୍ନେ ଜାତୀୟ ଗଣ ମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଚମ୍ପାୱାଟ ଜିଲ୍ଲାର ପୋଲିସ୍ […]

