Aam Aadmi Party
ରାଜନୀତି 

ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍‌ ସରକାର

ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍‌ ସରକାର ଅହମ୍ମଦାବାଦ: ଆଉ ମାତ୍ର ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍‌ । ତେବେ ଏହାପୂର୍ବରୁ ବିଜେପି ଓ ଆମ୍‌ ଆଦମୀ ପାର୍ଟି ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି । ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ହୋଇଥିବା ଏଠାରେ ପୁଣି ବିଜେପି ସରକାରକୁ ଫେରିବ ବୋଲି ଅନେକ କୁହାକୁହି ହେଉଛନ୍ତି । ସେପଟେ ଏହି ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ଥିବାବେଳେ ଦିଲ୍ଲୀ ଓ ପଞ୍ଜାବ […]
Read More...
ଦେଶ- ବିଦେଶ 

ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ

ଆଜି ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗବନ୍ତ ମାନ ଚଣ୍ଡିଗଡ଼: ମାର୍ଚ୍ଚ ୧୬: ପଞ୍ଜାବରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଆମ ଆଦମୀ ପାର୍ଟିର ଭଗବନ୍ତ ମାନ ଶପଥପାଠ ଗ୍ରହଣ କରିବେ । ଦିନ ସାଢେ ୧୨ଟାରେ ପଞ୍ଜାବର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟପାଳ ବନବାରୀ ଲାଲ ପୁରୋହିତ ଭଗବନ୍ତ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ସହିଦ ଭଗତ ସିଂଙ୍କ ପୈତୃକ ଗ୍ରାମ ଖଟକଲ କଲାଁରେ ଶପଥ ସମାରୋହ ଆୟୋଜିତ ହେବ ବୋଲି ସୂଚନା ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ଭଗବନ୍ତ […]
Read More...
ଦେଶ- ବିଦେଶ 

ଦିଲ୍ଲୀରେ ବଢ଼ୁଛି କରୋନା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଜିଟିଭ୍‌

ଦିଲ୍ଲୀରେ ବଢ଼ୁଛି କରୋନା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପଜିଟିଭ୍‌ ଦିଲ୍ଲୀ: ଜାନୁଆରୀ ୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କରୋନାରେ ସଂକ୍ରମିତ ହୋଇଥିବା କଥା ଆଜି ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସ୍ୱଳ୍ପ ଲକ୍ଷଣ ଥିବାରୁ ସେ ଘରେ ଆଇସୋଲେସନରେ ରହିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ଟୁଇଟ୍‌ରେ ପରାମର୍ଶ ଦେଇଛନ୍ତି । I have tested positive for Covid. Mild symptoms. Have isolated myself at home. Those who came in […]
Read More...

Advertisement