zinping
ବିଶ୍ବ 

ପାକିସ୍ତାନ ଉପରେ ପଡିଲା ଚୀନର ଚଡକ

ପାକିସ୍ତାନ ଉପରେ ପଡିଲା ଚୀନର ଚଡକ ଇସଲାମାବାଦ: ମଇ ୩୧: ପାକିସ୍ତାନର ସମସ୍ୟା କମିବାର ନାଁ ଧରୁନି । ସିପିଇସି ଆଧାରରେ ପାକିସ୍ତାନରେ କାମ କରୁଥିବା ପ୍ରାୟ ୨୫ ଚୀନ୍‌ କମ୍ପାନୀ ଏବେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । କମ୍ପାନୀଗୁଡିକ କହିଛନ୍ତି ଯେ, ଯଦି ୩୦୦ ଅରବ ବକେୟା ପୈଠ କରାନଯାଏ ତେବେ ସେମାନେ ଚଳିତ ମାସରେ ପରିଚାଳନା ବନ୍ଦ କରିବାକୁ ବାଧ୍ୟ ହେବେ । କିଛି ଦିନ ପୂର୍ବେ ଏକ ବୈଠକରେ ଚୀନ୍‌ ଇଣ୍ଡିପେଣ୍ଡେଣ୍ଟ ପାୱାର ପ୍ରୋଡ୍ୟୁସର୍ସ ପକ୍ଷରୁ ଏ ନେଇ ଘୋଷଣା […]
Read More...

Advertisement