youth vandalised railway properties
ଦେଶ- ବିଦେଶ 

ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ: ରେଳବାଇର କ୍ଷତି ୨୫୯ କୋଟି

ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ: ରେଳବାଇର କ୍ଷତି ୨୫୯ କୋଟି ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ହୋଇଥିବା ପ୍ରତିବାଦ, ବିକ୍ଷୋଭ ଓ ପୋଡ଼ାଜଳାରେ ଭାରତୀୟ ରେଲେୱ ବ୍ୟାପକ କ୍ଷତି ସହିଛି । ଏ ସମ୍ପର୍କରେ ରେଲେୱ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ ସୂଚନା ଦେଇଛନ୍ତି । ଆନ୍ଦୋଳନ ଯୋଗୁ ୨୦୦୦ ଟ୍ରେନ୍‌ ବାତିଲ କରାଯାଇଥିଲା । ଏଥିରେ ମୋଟ୍‌ ୨୫୯ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଅଶ୍ୱିନୀ କହିଛନ୍ତି । ଜୁନରେ ଆସିଥିବା ଅଗ୍ନିପଥ ଯୋଜନାରେ ଆନ୍ଦୋଳନ ଯୋଗୁ ରେଲେୱ ୨୫୯.୪୪ କୋଟି ଟଙ୍କା କ୍ଷତି ହୋଇଥିବା […]
Read More...

Advertisement