Yogi Adityanath
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଏଣିକି ୬୦ ନୁହେଁ ୫୦ରେ ନବାକୁ ପଡିବ ଅବସର
Published On
By Samaya Live
ୟୁପି: ଜୁଲାଇ ୦୮: ଏଣିକି ସରକାରୀ ଚାକିରିଆଙ୍କ ଅବସର ବୟସକୁ ୫୦ ବର୍ଷ କଲେ ସରକାର । ଅର୍ଥାତ ୫୦ ବର୍ଷ ପରେ ଆପଣ ଆଉ କାମ କରିପାରିବେନି । ପୂର୍ବରୁ ୬୦ କିମ୍ବା ୬୨ ବର୍ଷରେ ସରକାରୀ ଚାକିରିଆମାନେ ଅବସର ନେଉଥିବା ବେଳେ ଏବେ ସେଇ ନିୟମରେ ବଡ଼ ଧରଣମ ପରିବର୍ତ୍ତନ କରିଛନ୍ତି ସରକାର । ଏଣିକି ଅବସର ବୟସସୀମାକୁ ୫୦ ବର୍ଷ କରାଯାଇଛି । ସୂଚନା ଅନୁସାରେ, ୟୁପି ସରକାର ଏଇ ନିୟମ ଲାଗୁ […]
ଅଖିଳେଶଙ୍କ ଅସଭ୍ୟ ବୟାନରେ ହସ୍ତକ୍ଷେପ କଲେ ୟୋଗି
Published On
By Samaya Live
ଲକ୍ଷ୍ନୌ: ମଇ: ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମନ୍ତବ୍ୟ, ବିରୋଧୀ ଦଳର ନେତା ଅଖିଳେଶ ଯାଦବଙ୍କୁ ଉତ୍ତ୍ୟକ୍ତ କରାଇବାରୁ ବିଧାନସଭାରେ ବିଜେପି ଏବଂ ସମାଜବାଦୀ ପାର୍ଟି ସଦସ୍ୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ । ଏଥିରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ବିଧାନସଭା ଚାଲିବା ବେଳେ ଅସଭ୍ୟ କଥା ଓ ଧମକଚମକ ଦେବା ଅନୁଚିତ । ଏହା ଗୋଟାଏ ମନ୍ଦ ଧାରା ସୃଷ୍ଟି କରିବ । ରାଜ୍ୟପାଳଙ୍କ ଉଦବୋଧନ ସଂକ୍ରାନ୍ତ ବିତର୍କରେ ଅଂଶ ଗ୍ରହଣ କରି […]
ଗରିବ ଝିଅଙ୍କ ବିବାହ ପାଇଁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା
Published On
By Samaya Live
ଉତ୍ତରପ୍ରଦେଶ: ଅପ୍ରେଲ ୧୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ଶିଶୁ ଏବଂ ମହିଳାଙ୍କ ସୁବିଧା ପାଇଁ କରିଛନ୍ତି ସମୀକ୍ଷା । ଗତକାଲିର ସମୀକ୍ଷା ବେଳେ ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ପ୍ରତ୍ୟେକ ବିଭାଗୀୟ ମୁଖ୍ୟାଳୟରେ ଅତି କମରେ ଜଣେ ମହିଳା ସୁରକ୍ଷା ଗୃହ ଏବଂ ମହିଳା ଆଶ୍ରୟସ୍ଥଳ […]
ଆଜି ୟୁପି ନିର୍ବାଚନ ପ୍ରଚାରର ଶେଷ ଦିନ
Published On
By Samaya Live
ୟୁପି: ମାର୍ଚ୍ଚ ୦୫: ୭ ତାରିଖରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଆଜି ପ୍ରଚାରର ଶେଷ ଦିନ । ଶେଷ ଦିନରେ ଜୋରସୋରରେ ପ୍ରଚାର କରି ଜନମତକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟାରେ ପ୍ରମୁଖ ରାଜନୈତିକ ଦଳ ଓ ନେତା । ଆଜି ୯ଟି ଜିଲ୍ଲାର ୫୪ଟି ଆସନ ପାଇଁ ହେବ ଭୋଟ ଗ୍ରହଣ । ଆଜମଗଡ, ଗାଜିପୁର, ବାରଣାସୀ, ମିର୍ଜାପୁର, ସୋନଭଦ୍ରା ଭଳି ପ୍ରମୁଖ ଜିଲ୍ଲାରେ ହେବ ମତଦାନ […]
ଆରମ୍ଭ ହେଲା ୟୁପି ନିର୍ବାଚନ: କଡ଼ା ସୁରକ୍ଷାରେ ଭୋଟର ଦେଉଛନ୍ତି ଭୋଟ୍
Published On
By Samaya Live
ଲକ୍ଷ୍ନୌ: ଫେବୃଆରୀ ୧୦: ଉତ୍ତରପ୍ରଦେଶରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଏଥିପାଇଁ ରାଜ୍ୟ ପ୍ରଶାସନ ପୂର୍ବରୁ ହିଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରିଛି । ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା । ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ କ୍ରମେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ […]
ଉତ୍ତରପ୍ରଦେଶ ସରକାରଙ୍କ ଶିଶୁ ଶ୍ରମିକ ଚିହ୍ନଟ ଓ ଥଇଥାନ ଅଭିଯାନ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୬: ବିପଦପୂର୍ଣ୍ଣ ଶିଳ୍ପକ୍ଷେତ୍ରରେ କାର୍ଯ୍ୟ କରୁଥିବା ପିଲାମାନଙ୍କ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଉକ୍ତ ଅଭିଯାନ ଆଜିଠାରୁ ଆରମ୍ଭ ହୋଇ ଚଳିତ ମାସ ୩୦ ତାରିଖ ଯାଏଁ ଚାଲିବ । ଏହି ଅଭିଯାନ ଅନ୍ତର୍ଗତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ନିଯୁକ୍ତିଦାତାଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ଏହାସହିତ ଉଦ୍ଧାର ହୋଇଥିବା ଶିଶୁ ଶ୍ରମିକଙ୍କୁ ‘ନୟା ସବେରା’ ଅଭିଯାନ ଯୋଜନାରେ ଥଇଥାନ କରାଇବା […]

