Yash Mansukhbhai Moradiya
ଜୀବନଚର୍ଯ୍ୟା 

ବିଛା ମୁଦ୍ରା କରି ବିଶ୍ୱ ରେକର୍ଡ

ବିଛା ମୁଦ୍ରା କରି ବିଶ୍ୱ ରେକର୍ଡ ଭାରତରେ ଆରମ୍ଭ ହୋଇଥିବା ଯୋଗର ଖ୍ୟାତି ବର୍ତ୍ତମାନ ପୁରା ଦୁନିଆରେ ବ୍ୟାପିବାରେ ଲାଗିଛି । ଯୋଗ ନା କେବଳ ଶରୀର ବରଂ ମାନସିକ ମଜଭୂତ ଦେଇଥାଏ । ନିକଟରେ ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଜଣେ ଭାରତୀୟ ଯୁବକ ଏପରି କାରନାମା ଦେଖାଇଛନ୍ତି, ଯାହାକୁ ଦେଖି ବିଶ୍ୱବାସୀ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଯୋଗ ପ୍ରଶିକ୍ଷକ ଭାବେ କାମ କରୁଥିବା ୨୧ ବର୍ଷୀୟ ଏହି ଯୁବକ ତାଙ୍କ ଅନନ୍ୟ ପ୍ରତିଭା ଦ୍ୱାରା […]
Read More...

Advertisement