world's most powerful telescope
Feature 

ଟଳିଲା ୩୦ ବର୍ଷ ପରେ ଆମ ପୃଥିବୀକୁ ଆସୁଥିବା ବିପଦ

ଟଳିଲା ୩୦ ବର୍ଷ ପରେ ଆମ ପୃଥିବୀକୁ ଆସୁଥିବା ବିପଦ ମହାକାଶରେ ପ୍ରତି ମୁର୍ହୂରେ କିଛି ନା କିଛି ବିରଳ ଘଟଣା ସଂଘଟିତ ହୋଇଥାଏ । ଏହିସବୁ ଘଟଣାର ପ୍ରଭାବ ଆମ ପୃଥିବୀ ଉପରେ ମଧ୍ୟ ପଡିଥାଏ । କେତେବେଳେ ଏହା ପୃଥିବୀବାସୀଙ୍କ ଲାଗି ବିପଦର କାରଣ ହୋଇଥାଏ ତ ଆଉ କେତେବେଳେ ଏହା ଆଶ୍ୱସ୍ତି ଆଣି ଦେଇଥାଏ । ଏବେ ମହାକାଶ ବିଜ୍ଞାନୀ ପୃଥିବୀବାସୀଙ୍କ ଲାଗି ଏକ ଆଶ୍ୱସ୍ତିକର ଖବର ଶୁଣାଇଛନ୍ତି । ୩୦ ବର୍ଷ ପରେ ଆମ ପୃଥିବୀ ପାଇଁ ବିପଦ ପାଲଟିବାକୁ ଯାଉଥିବା ଏକ […]
Read More...

Advertisement