world's 1st sms
Feature 

ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌

ବିଶ୍ୱର ପ୍ରଥମ ଏସ୍‌ଏମ୍‌ଏସ୍‌ ବର୍ତ୍ତମାନ ଯୁଗରେ ଟେକ୍‌ସଟ୍‌ ମେସେଜିଂ ଏକ ସାଧାରଣ କଥା ହୋଇଗଲାଣି । ହ୍ୱାଟସ୍‌ଆପ୍‌ରୁ ଆରମ୍ଭ କରି ଇ-ମେଲ ଜରିଆରେ ଦିନକୁ ଅଗଣିତ ଟେକ୍‌ସଟ୍‌ ମେସେଜ୍‌ ତଥା ଏସଏମଏସ୍‌ ପଠାଯାଉଛି । ହେଲେ ଆପଣ ଜାଣନ୍ତି କି ଦୁନିଆର ପ୍ରଥମ ଏସଏମଏସ୍‌ କ’ଣ ଥିଲା, ଯାହା ଏକ ହ୍ୟାଣ୍ଡସେଟରେ ପଠାଯାଇଥିଲା । ସୂଚନା ଅନୁଯାୟୀ, ୧୯୯୨ ମସିହାରେ ଅର୍ଥାତ୍‌ ୨୯ ବର୍ଷ ପୂର୍ବେ ଦୁନିଆର ପ୍ରଥମ ମେସେଜ୍‌ ପଠାଯାଇଥିଲା । ଏହି ବାର୍ତ୍ତାଟି ଆଜି ବି ସ୍ୱତନ୍ତ୍ର, ଯାହା […]
Read More...

Advertisement