ମୁନିର ସେନାକୁ ଆକ୍ରମଣ କଲା ଟିଟିପି, ପାକ ସେନାରେ ହଡକମ୍ପ

ମୁନିର ସେନାକୁ ଆକ୍ରମଣ କଲା ଟିଟିପି, ପାକ ସେନାରେ ହଡକମ୍ପ
Samaya Live News Picture
Published On

ଅସିଦ ମୁନିର ନୂଆ ଦାୟିତ୍ୱ ନେବା ପରେ ବିଭିନ୍ନ ପ୍ରକାର ଅସୁବିଧା ପାକିସ୍ତାନ ସେନାରେ ଦେଖିବାକୁ ମିଳିଛିା କେତେବଏଳେ ଟିଟିପି ବାଲା ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ଇମରାନ ଖାନ ଙ୍କ ଉଭଣୀ ଜେଲ ଘେରାଉ କଲେଣିା କିନ୍ତୁ ବର୍ତମାନ ନୂଆ ଖବର ଶୁଣିବାକୁ ମିଳୁଛି ଟିଟିପି ପାକ ସେନା ଉପରେ ବଡ ଆକ୍ରମଣ କରିଛିା 
ପାକିସ୍ତାନରେ ଆରମ୍ଭ ହୋଇଗଲା ଧମାଲା ମୁନିରଙ୍କ ଖେଳ ଖତମା ମୁନିରଙ୍କ ପାଇଁ ଟିଟିପି ଆଫଗାନିସ୍ତାନ ଏବେ ପୁର ପ୍ରସ୍ତୁତା ପାକିସ୍ତାନରେ ମୁନିରଙ୍କ ସେନା ଉପରେ ବଡ ଆଟାକ କରିଛି ଟିଟିପିା ପାକିସ୍ତାନରେ ୧୪ ଜଣ ସେନାଙ୍କ ମୃତୁ୍ୟ ହୋଇଛି ବୋଲି ଏବେ ଦାବି ହେଉଛିା ପାକିସ୍ତାନୀ ସେନା ଗାଡି ଉପରେ ଆଟାକା ହୋଇଛିା ଟିଟିପ ଏହା ଦାବି କରିଛିା ଯେତେ ଯେତେ ଟିଟିପି ସଦସ୍ୟ ପାକିସ୍ତାନ ମୁହାଁ ହେଉଛନ୍ତି ସେତିକି ମୁନିରଙ୍କ ଅବସ୍ଥା ଶୋଚନୀୟ ହୋଇପଡୁଛିା ଏମାନଙ୍କୁ ଦେଖିଲା ଲାଗୁଛି ଏମାନେ ନିଜ ଜିଦରେ ଅଟଳା ମୁନିରଙ୍କ ଶେଷ ନିଶ୍ୱାସ ନ ଯିବା ଯାଏ ଏମାନେ ଚୁପ ବସିବେନିା ଅନେକ ଟିଟିପି ସଦସ୍ୟ ଏବେ ପାକିସ୍ତାମ ମୁହାଁ ହେଉଛନ୍ତିା ଏହାସହ ସିଧା ସିଧା ଧମକ ଦେଉଛନ୍ତି ପାକିସ୍ତାନ ସେନା ଓ ମୁନିରଙ୍କୁ । ଏବେ ପାକିସ୍ତାନ ସେନାକୁ ଟିଟିପି ସେନା ଓାନିଙ୍ଗ ଦେଇଛନ୍ତିା କୁହାଯାଉଛି ଯେ ଟିଟିପି ଏବେ ପାକ୍କୁ ଧମକ ଦେଉଛନ୍ତି ତ ଅନ୍ୟପଟେ ମୁନିର ମିଶାଇଲ ପରୀକ୍ଷା କରିବାରେ ବ୍ୟସ୍ତ ଅଛନ୍ତିା କିନ୍ତୁ ମୁନିରଙ୍କ ଏହି ମିଶାଇଲ ପରୀକ୍ଷଣ ମଧ୍ୟ  ଫେଲ ମାରିଯିବ କାରଣ ଟିଟିପି ଏବେ ଶପଥ ନେଇଛି ପାକିସ୍ତାନକୁ ଶର୍ବନାଶ କରିବା 
ଆଫଗାନିସ୍ତାନ ଉପରେ ଆଟାକ କରିବା ଏବେ ପାକିସ୍ତାନକୁ ମହଙ୍ଗା ପଡିଲାା ଯାହାର ବଦଲା ଏବେ ତାଲିବାନ ନେଉଛିା ଏମାନେ ପାକିସ୍ତାନ ମାଟିରେ ପଶି ମୁନିର ସେନା ଉପରେ ଲଗାତାର ମିଶାଇଲ ରକେଟ ମାଡ କରୁଛନ୍ତିା ଲଗାତାର ଗୁଳି ବର୍ଷା ମଧ୍ୟ ଚାଲିଛିା ମୁନିରଙ୍କ ମୃତୁ୍ୟ ନହେବା ଯାଏଁ ଏମାନେ ଶାନ୍ତିରେ ବସିବେନିା ଆଉ ଏମାନେ କହୁଛନ୍ତି ଯଦି ଆମେରିକାକୁ ଆମେ ଗୋଟେ ଗୁଳି ମାରିବୁ ତେବେ ପାକିସ୍ତାନ ସେନାକୁ ଆମେ ୩୦ଟି ଗୁଳି ମାରିବୁା ଏହି କଥା ଶୁଣି ଏବେ ଭୟରେ କମ୍ପୁଛି ପାକିସ୍ତାନା ଆଉ ଏହି ସବୁ ସେତେବେଳେ ହେଉଛି ଯେତେବେଳେ ପାକିସ୍ତାନ ସଂପୂର୍ଣ୍ଣ କାଙ୍ଗାଳ ହୋଇଗଲାଣିା ଟିଟିପି ଏବେ ପାକିସ୍ତାନକୁ ସବୁଆଡୁ ଘେରିଗଲାଣିା ଆଉ ଆମେରିକାଠୁ ଭିକ ମାଗିବା ପରେ ଏବେ କରଜରେ ବୁଡିକି ଅଛି ପାକିସ୍ତାନା 
ଏବେ ମୁନିର ସବୁଆଡୁ ଫସି ଯାଇଛନ୍ତିା ତାଙ୍କ ପାଖରେ ଏବେ ବଂଚିବାରୁ ଆଉ କୌଣଁସି ବି ଉପାୟ ନାହିାଁ ହରଡ ଘଣାରେ ଏବେ ମୁନିରା ଏବେ ପାକିସ୍ତାନ ସାମ୍ନାରେ ଟିଟିପିା ଆଗରୁ ପାକିସ୍ତାନ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଥିଲାା ପାକିସ୍ଥାନର ଏହି ହମାଲରେ ଟିଟିପିର ୨ କମାଣ୍ଡଙ୍କର ମୃତ୍ୟୁ ହୋଇଛିା ଯାହାର ବଦଲା ଏବେ ଟିଟିପି ମୁନିର ସେନା ଉପରେ ଆଟାକ କରି ନେଇଛିା ଏହି ଆଟାକରେ ୧୪ ପାକିସ୍ତାନୀ ସେନାଙ୍କ ମୃତୁ୍ୟ ହୋଇଛିା ଏହାସହ ପାକିସ୍ତାନୀ ସୌନିକଙ୍କଠୁ ଗାଡି ଏବଂ ଅସ୍ତ୍ରଶସ୍ତ୍ର ଜବତ କରିନେଇଛନ୍ତିା ଟିଟିପିର ଜଣେ କମାଣ୍ଡର ପାକିସ୍ତାନର ଜଣେ ସୌ÷÷ନିକଙ୍କୁ ୩୦ ଗୁଳି ମାରିବ ବୋଲି ଧମକ ଦେଇଛିା ।ଆଉ ଏହି ଟିଟିପର ମୁଖ୍ୟ ଟାର୍ଗେଟ ହେଉଛି ଅସିମ ମୁନିରା ଟିଟିପିର ମୁଖ୍ୟ କହିଛନ୍ତି ଯେ, ଆମେ ଅସିମ ମୁନିରଙ୍କୁ ଖୋଲା ଚ୍ୟାଲେଞ୍ଜ କରୁଛୁିା ଦମ ଅଛି ତ ସାମ୍ନାରୁ ଆସି ଲଢା ସେନାକୁ ଆଗକୁ ନପଠେଇ ନିଜେ ସାମ୍ନାକରା 
ଫଳରେ ପାକିସ୍ତାନରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛିା ଏବେ କଣ କରିବେ ମୁନିରା କାହାର ସରଣ ନେବୋ ମୁନିରଙ୍କ ଆଗକୁ ରଣନୀତି କଣ ହେବ ତା ଉପରେ ଏବେ ସମସ୍ତିଙ୍କ ନଜରା

Tags: