କେମିଷ୍ଟ୍ରିରେ ୨ଜଣଙ୍କୁ ନୋବେଲ

କେମିଷ୍ଟ୍ରିରେ ୨ଜଣଙ୍କୁ ନୋବେଲ
Samaya Live News Picture
Published On

ନୂଆଦିଲ୍ଲୀ : ରସାୟନ ବିଜ୍ଞାନ (କେମିଷ୍ଟ୍ରି) ରେ ମିଳିତ ଭାବରେ ୨ ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର -୨୦୨୬ ।  ୨ ଜଣ ବୈଜ୍ଞାନିକ ହେଲେ ଫ୍ରାନ୍ସର ହେନ୍ରି ବି. କାଗାନ୍ ଏବଂ ଜାପାନର କେନସୋ ସୋଆଇ । ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ସେମାନଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯାଇଛି । "ଅସୀମିତ ଜୈବ ସଂଶ୍ଳେଷଣରେ ଅଣ-ରୈଖିକ ପ୍ରଭାବ ଏବଂ ଅଟୋକାଟାଲିସିସ୍‌ର ଆବିଷ୍କାର" ପାଇଁ ଜୀବନର ରସାୟନ ବିଜ୍ଞାନରେ ଏକ ଶତାବ୍ଦୀରୁ ଅଧିକ ପୁରୁଣା ରହସ୍ୟ, ଅର୍ଥାତ୍ 'ହୋମୋଚିରାଲିଟି' (homochirality) କିଭଳି ସ୍ୱତଃସ୍ଫୂର୍ତ୍ତ ଭାବେ ସୃଷ୍ଟି ହୁଏ, ତାହାର ସମାଧାନ ଏହି ଦୁଇ ବୈଜ୍ଞାନିକ କରିଛନ୍ତି। ଔଷଧ ପ୍ରସ୍ତୁତି କ୍ଷେତ୍ରରେ ଏହି ଆବିଷ୍କାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Tags: