ଏଲନ୍ ମସ୍କଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ମଇ ୩୧: ଏଲୋନ୍ ମସ୍କ ସର୍ବଦା କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି । ପର୍ସନାଲ ଅବା ପ୍ରଫେସନାଲ୍ ସବୁବେଳେ ବିବାଦ ଘେରରେ ଥାନ୍ତି ସେ । ଏବେ ପୁଣିଥରେ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି ସେ । ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବା କ୍ୟାମେରାରେ ଧରାପଡିଥିଲେ । ସେ ଫ୍ରାନ୍ସର ସେଣ୍ଟ ଟ୍ରପେଜରେ ଅଷ୍ଟ୍ରେଲୀୟ ଅଭିନେତ୍ରୀ ନତାଶା ବ୍ୟାସେଟଙ୍କ ସହ ଲଞ୍ଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଛି […]
ନୂଆଦିଲ୍ଲୀ: ମଇ ୩୧: ଏଲୋନ୍ ମସ୍କ ସର୍ବଦା କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି । ପର୍ସନାଲ ଅବା ପ୍ରଫେସନାଲ୍ ସବୁବେଳେ ବିବାଦ ଘେରରେ ଥାନ୍ତି ସେ । ଏବେ ପୁଣିଥରେ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି ସେ । ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବା କ୍ୟାମେରାରେ ଧରାପଡିଥିଲେ । ସେ ଫ୍ରାନ୍ସର ସେଣ୍ଟ ଟ୍ରପେଜରେ ଅଷ୍ଟ୍ରେଲୀୟ ଅଭିନେତ୍ରୀ ନତାଶା ବ୍ୟାସେଟଙ୍କ ସହ ଲଞ୍ଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଛି । ମସ୍କ ଏବଂ ବ୍ୟାସେଟ ଲଞ୍ଚ ପାଇଁ ଶୈବଲ ବ୍ଲାନକ ହୋଟେଲକୁ ଯାଇଥିଲେ । ଉଭୟଙ୍କୁ ସମୁଦ୍ର କୂଳରେ ଏକାଠି ବୁଲୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିଶେଷ କଥା ହେଉଛି ୨୭ ବର୍ଷୀୟ ନତାଶା ୫୦ବର୍ଷୀୟ ମସ୍କଙ୍କର ସର୍ବକନିଷ୍ଠ ଗର୍ଲଫ୍ରେଣ୍ଡ । ଖବର ମୁତାବକ, ଏମାନେଚଳିତ ବର୍ଷ ଫେବୃଆରୀ ମାସରୁ ପରସ୍ପରକୁ ଡେଟ କରୁଥିଲେ । ସୂଚନା ଯୋଗ୍ୟ ଯେ ୫୦ ବର୍ଷୀୟ ମସ୍କ ୭ ସନ୍ତାନର ଜନକ । ତାଙ୍କର ତିନିଥର ଛାଡପତ୍ର ସରିଛି । ତେବେ ଦିଲଫେକ୍ ମସ୍କ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥାନ୍ତି । ତେବେ ଏଥର କିନ୍ତୁ ତାଙ୍କ ସମ୍ପର୍କ ନୁହେଁ ବର ବୟଷକୁ ନେଇ ସେ ଖୁବ୍ ଟ୍ରୋଲ୍ ହେଉଛନ୍ତି ।




