elon mosk
ମନୋରଞ୍ଜନ  ବିଶ୍ବ 

ଏଲନ୍‌ ମସ୍କଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା

ଏଲନ୍‌ ମସ୍କଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା ନୂଆଦିଲ୍ଲୀ: ମଇ ୩୧: ଏଲୋନ୍‌ ମସ୍କ ସର୍ବଦା କିଛିନା କିଛି ଚର୍ଚ୍ଚାରେ ରହିଥାନ୍ତି । ପର୍ସନାଲ ଅବା ପ୍ରଫେସନାଲ୍‌ ସବୁବେଳେ ବିବାଦ ଘେରରେ ଥାନ୍ତି ସେ । ଏବେ ପୁଣିଥରେ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି ସେ । ତାଙ୍କ ନୂଆ ଗର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିବା କ୍ୟାମେରାରେ ଧରାପଡିଥିଲେ । ସେ ଫ୍ରାନ୍ସର ସେଣ୍ଟ ଟ୍ରପେଜରେ ଅଷ୍ଟ୍ରେଲୀୟ ଅଭିନେତ୍ରୀ ନତାଶା ବ୍ୟାସେଟଙ୍କ ସହ ଲଞ୍ଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଛି […]
Read More...

Advertisement