ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଅପମାନ

ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଅପମାନ
Samaya Live News Picture
Published On

ପାକିସ୍ତାନକୁ ପୁଣି ଶକ୍ତ ଧକ୍କାା ଅପମାନରେ ଜଜ୍ଜରିତ ପାକିସ୍ତାନ ପ୍ରଧାନମନ୍ତ୍ରୀ ଅନ୍ତଃଜାତୀୟ ସମ୍ମିଳନୀ “ଇଂଟରନ୍ୟାସନାଲ ପିସ ଅଫ ଟ୍ରଷ୍ଟ ଫୋରମ” ମଂଚ ଚାଲିଥିବାବେଳେ ୪୦ ମିନିଟ ଅପେକ୍ଷାର ଅନ୍ତ ଘଟାଇ ଜବରଦସ୍ତ ଧସେଇ ପସିଲୋଏମିତି ପରିସ୍ଥିତି ସୃଷ୍ଟି ହେଲା  ତୁର୍କି ରାଷ୍ଟ୍ରପତିଙ୍କ ସାମ୍ନାରେ ତାଙ୍କୁ ଆପମାନ ସହିବାକୁ ପଡିଲାା ରୁଷିଆ ରାଷ୍ଟ୍ରୁପତି ଭାଦ୍ଲିମିର ପୁଟିନ ମିଟିଂ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କୁ ୪୦ ମିନିଟ୍ ଯାଏଁ ଅପେକ୍ଷା କରାଇଛନ୍ତିା ବାସ୍ତବରେ ପୁଟିନ ଏବଂ ଶେହେବାଜ ସରିଫଙ୍କ ମଧ୍ୟରେ ଏକ ବୈଠକ ହେବାର ଥିଲାା ଆଉ ଏହି ବୈଠକ ପାଇଁ ସେହେବାଜ ସରିଫ ପହଂଚି ଯାଇଥିଲୋ ସେ ତାଙ୍କ ଉପ ପ୍ରଧାନମନ୍ତ୍ରୀ ବିଦେଶ ମନ୍ତ୍ରୀଙ୍କ ସହ ହଲ ବାହାରେ ଦୀର୍ଘ ସମୟ ଧରି ଅପେକ୍ଷା କରିରହିଥିଲୋ କିନ୍ତୁ ରାଷ୍ଟ୍ରପତି ପୁଟିନ ୪୦ ମିନିଟର ଅପେକ୍ଷା ପରେ ବି ତାଙ୍କୁ ଦେଖା କରିବା ପାଇଁ ପହଂଚି ନଥିଲୋ କୁହାଯାଉଛି ପୁଟିନ ଜାଣିଶୁଣି ତାଙ୍କୁ ଦେଖା କରିବାକୁ ଆସିନାହାଁନ୍ତିା  ଏହି ପୁରା ଘଟଣା ତୁର୍କମେନିସ୍ତାନ ରାଜଧାନୀରେ ଇଂଟରନ୍ୟାସନାଲ ପିସ ଅଫ ଟ୍ରଷ୍ଟ ଫୋରମ ମଂଚରେ ହୋଇଛିା  ଏହି ପରିସ୍ଥିତିରେ ତୀର୍କୀର ରାଷ୍ଟ୍ରପତିଙ୍କ ସହ ମିଟିଂ କରୁଥିଲୋ ହଲ ବାହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅପେକ୍ଷା କରିଥିଲୋ ଆଉ ସେହେବାଜ୍ ହଲ ବାହାରେ ପାଖାପାଖୀ ୪୦ ମିନିଟ ଯାଏଁ ଠିଆ ହୋଇ ରହିଥିଲୋ ଦୀର୍ଘ ସମୟ ଅପେକ୍ଷା କରିଲେ ଯେତେବେଳେ ତାଙ୍କୁ ଭିତରକୁ ନଡକାଗଲା ,  ସେ ବିରକ୍ତ ହୋଇ ଜବରଦସ୍ତ ଭିତରକୁ ପଶିଯାଇଥିଲୋ ଯେତେବେଳେ ଏହି ବୈଠକ ଚାଲିଥିଲେ, ସେତେବେଳେ ସେଥି ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲୋ ତାଙ୍କ ଆଗରେ ଏହିସବୁ ଘଟଣା ଘଟିଥିଲାା ଯାହାକୁ ନେଇ ଏବେ ସବୁଆଡୋ ଖୁବ ଚର୍ଚ୍ଚା ହେଉଛିା ତେବେ ସେହେବାଜଙ୍କ ସହ ଏଭଳି ପ୍ରଥମ ଥର ହୋଇନିା ଆଗକୁ ଅନେକ ଥର ଏଭଳି ପାକିସ୍ତାନକୁ ବିଶ୍ୱସ୍ତରରେ ଅପମାନ କରାଯାଇଛିା ଏହା ପୂର୍ବରୁ ଚୀନରେ ହେଉଥିବା ଏସିଓ ସମ୍ମିଳନୀରେ ବି ଏହିଭଳି ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ସେହେବାଜ ସରୀଫ ଅପମାନିତ ହୋଇଥିଲୋ ସେହି ଏସିଓ ସମ୍ମିଳନୀରେ ପୁଟିନ ଏବଂ ପ୍ରଧାନମନ୍ତ୍ରୀ ଏକାଠି ହାତ ମିଳାଉଥିବାର ନଜର ଆସିଥିଲୋ ଦୁହେଁ ଖୁବ ଖୁସି ମଧ୍ୟ ଥିଲୋ ଆଉ ଏହି ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀରେ ମୋଦି ଏବଂ ପୁଟିନ ମିଶି ଶେହେବାଜ ସରିଫଙ୍କୁ ଅଣଦେଖା କରିଥିଲୋ ସେମାନେ ସେହେବାଜ ସରିଫ୍ଙ୍କ ମୁହଁକୁ ବି ଚାହୁଁନଥିଲୋ ଆଉ ଏବେ ୪୦ ମିନିଟ ସେହେବାଜଙ୍କୁ ଅପେକ୍ଷା କରାଇବା ପାକିସ୍ତାନ ପାଇଁ ଏକ ଲଜ୍ଜ୍ୱଜନକ କଥାା ଏକ ଅନ୍ତଃଜାତୀୟ ବୈଠକରେ ଗୋଟେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ୪୦ ମିନିଟ ଅପେକ୍ଷା କରାଇବା ନିହାତି ଏକ ବଡ କଥାା ଯେତେବେଳେ ରାଷ୍ଟ୍ରୁପତି ପୁଟିନ ତୁର୍କୀର ପ୍ରଧାନମନ୍ତ୍ରୀଙ୍କ ସହ ସମ୍ମିଳନୀ କରୁଛନ୍ତି ସେତେବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଲମ୍ବା ସମୟ ଧରି ବାହାର ଅପେକ୍ଷା କରୁଛନ୍ତିା

Tags: