World Elephant Day
ଓଡ଼ିଶା 

ନିରାଡମ୍ବର ଭାବେ ପାଳନ ହେଲା ବିଶ୍ୱହସ୍ତୀ ଦିବସ

ନିରାଡମ୍ବର ଭାବେ ପାଳନ ହେଲା ବିଶ୍ୱହସ୍ତୀ ଦିବସ ବାରଙ୍ଗ: ଅଗଷ୍ଟ ୧୩ : (ସବ୍ୟୁ)ନନ୍ଦନକାନନରେ ବୁଧବାରଦିନ ବିଶ୍ୱହସ୍ତୀଦିବସ ନରାଡମ୍ବରଭାବେ ପାଳିତ ହୋଇଯାଇଛି । ମହାମାରୀ କରୋନାପାଇଁ ସବୁକିଛି ଫିକା ପଡିଯାଇଥିଲା ।ଏଥର ହାତୀମାନଙ୍କୁ ସାଜସଜା କରାଯାଇନଥିଲା ।କେବଳ ସେମାନଙ୍କୁ ସୁସ୍ୱାଦ ଖାଦ୍ୟ ଖାଇବାକୁ ଦିଆଯାଇଥିଲା ।ଏହାକୁ ହାତୀଶାଳ ରେ ପାଳନ କରାଯାଇଥିଲା ।ହାତିଶାଳରେ ଥିବା ବIସନ୍ତୀ,ପ୍ରେମା,ହୀରା କୁ ନେଇ ୩ଟି ହାତୀ ସାମିଲ ହୋଇଥିବାବେଳେ ଡାକ୍ତରଖନା ପାଖ ରେସ୍କ୍ୟୁ ସେଂଟରରେ ଥିବା ଛୋଟ ହାତୀ ମାମା ପାଖକୁ ନନ୍ଦନକାନନ ନିର୍ଦ୍ଦଶକ ଶଶି ପଲ,ଉପନିର୍ଦ୍ଦେଶକ ବିମଳ ପ୍ରଶନ୍ନ […]
Read More...

Advertisement