World Bicycle Day
Feature 

ବିଶ୍ୱ ସାଇକେଲ୍‌ ଦିବସ

ବିଶ୍ୱ ସାଇକେଲ୍‌ ଦିବସ ପ୍ରତିବର୍ଷ ଜୁନ୍‌ ୩ ତାରିଖକୁୁ ବିଶ୍ୱ ସାଇକେଲ୍‌ ଦିବସ ରୂପେ ପାଳନ କରାଯାଉଛି । ୨୦୧୮ ମସିହା ଏପ୍ରିଲ୍‌ରେ ମିଳିତ ଜାତିସଂଘ ଜେନେରାଲ ଆସେମ୍ଲି ଦ୍ୱାରା ଜୁନ୍‌ ୩ ତାରିଖକୁ ବିଶ୍ୱ ସାଇକେଲ ଦିବସ ରୂପେ ଘୋଷଣା କରାଯାଇଥିଲା । ସେହି ଦିନଠାରୁ ଏହି ଦିବସକୁ ପାଳନ କରାଯାଉଛି । ଏହି ଦିବସରେ ୨୦୦ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଥିବା ସାଇକେଲ୍‌ର ବିଶିଷ୍ଟତା, ନିର୍ଭରଯୋଗ୍ୟତା ଓ ସୁଲଭ ଦର ଏବଂ ପରିବେଶ ସୁରକ୍ଷା ଦିଗରେ ଥିବା […]
Read More...

Advertisement