working from home
Feature 

ଅଫିସ ପରେ କର୍ମଚାରୀଙ୍କୁ ଫୋନ କରିବା ବେଆଇନ

ଅଫିସ ପରେ କର୍ମଚାରୀଙ୍କୁ ଫୋନ କରିବା ବେଆଇନ ପର୍ତ୍ତୁଗାଲ: ଅଫିସ୍‌ ସମୟ ପରେ ବସ୍‌ ଦ୍ୱାରା କର୍ମଚାରୀଙ୍କୁ ଫୋନ କିମ୍ବା ମେସେଜ୍‌ କରିବା ବେଆଇନ । ପର୍ତ୍ତୁଗାଲରେ ଏହାକୁ ନେଇ ଏକ ଆଇନ ପ୍ରଣୟନ କରାଯାଇଛି । ଏହି ଆଇନ ଅନୁଯାୟୀ ଅଫିସ ଆରମ୍ଭ ହେବା ପୂର୍ବରୁ କିମ୍ବା ପରେ କର୍ମଚାରୀଙ୍କୁ କାମ ପାଇଁ ଫୋନ୍‌, ମେସେଜ୍‌ କିମ୍ବା ଇମେଲ୍‌ କରୁଥିବା ବସ୍‌ଙ୍କୁ ଦଣ୍ଡ ମିଳିବ । କରୋନା ମହାମାରୀ ସମୟରେ ଚାଲିଥିବା ୱାର୍କ ଫ୍ରମ୍‌ ହୋମ୍‌ କଲଚର୍‌ ପରେ ଦେଶର ଶାସିତ ପାର୍ଟି ଏହି […]
Read More...

Advertisement