women
ଓଡ଼ିଶା  ଅପରାଧ 

ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କ ଗଳାକାଟି ହତ୍ୟା

ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କ ଗଳାକାଟି ହତ୍ୟା ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ଗଳା କାଟି ହତ୍ୟା କରିଛି ଅଜଣା ଦୁର୍ବୃତ୍ତ । ଏଭଳି ଘଟଣା ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ I ମୃତ ମହିଳା ଜଣକ ହେଲେ ଶୁଭଶ୍ରୀ ମହାପାତ୍ର(୩୫)। ସ୍ୱାମୀ ଅଫିସ କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଶୁଭଶ୍ରୀ ଓ ତାଙ୍କର ୪ ବର୍ଷର ଙ୍କ ସହିତ ରହୁଥିଲେ I ଗତ କାଲି ପୁଅ ଘରେ ନ ଥିବା ସମୟରେ କେହି ଜଣେ ଏଭଳି କାଣ୍ଡ […]
Read More...

Advertisement