womans-hanging-body-recovered-from-puri-may-fair-hotel
ଓଡ଼ିଶା  ଅପରାଧ 

ପୁରୀ ମେ ଫେୟାର ହୋଟେଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁରୀ ମେ ଫେୟାର ହୋଟେଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୁରୀ : ଚକ୍ରତୀର୍ଥ ରୋଡ଼ ସ୍ଥିତ ମେ ଫେୟାର ହୋଟେଲରୁ ଆଜି ଜଣେ ମହିଳା ପର୍ଯ୍ୟଟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଜଣକ ଅଣଓଡ଼ିଆ ହୋଇଥିବା ବେଳେ ସେ ରହୁଥିବା ୧୧୧୧ ରୁମ୍‌ରେ ରସିଦେଇ ଆତ୍ମହତ୍ୟା କରିଛନ୍ତି । ମୃତା ମହିଳାଙ୍କ ନାଁ ଐଶ୍ଚର୍ଯ୍ୟା ସାହାନାବାଗ ଓ ତାଙ୍କ ଘର ବେଙ୍ଗାଲୁରରେ ବୋଲି ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ମେଫେୟାର ହୋଟେଲରେ ପିଡବ୍ଲୁଜେ ନାମକ ଏକ ଏନଜିଓର ୱାଟର ରିସୋର୍ସେସ ବୈଠକ ହେବାକୁ […]
Read More...

Advertisement