winter report in Odisha
ଓଡ଼ିଶା  ପାଣିପାଗ 

ରାଜ୍ୟରେ ବଢ଼ିପାରେ ଶୀତ, ୫ ଦିନ ପର୍ଯ୍ୟନ୍ତ ଶୀତ ଲହରୀ

ରାଜ୍ୟରେ ବଢ଼ିପାରେ ଶୀତ, ୫ ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ଶୀତ ବଢ଼ିବାରେ ଲାଗିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହୋଇପାରେ । ଅନେକ ସ୍ଥାନର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସ୍ୱାଭାବିକଠାରୁ କମ୍‌ ରହିବ ବୋଲି ବୋଲି ଭୁଭନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ଅନୁମାନ କରି ସୂଚନା ଦେଇଛନ୍ତି । ଗତ ରାତିରେ କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ରାଜ୍ୟର ସର୍ବନିମ୍ନ ରାତ୍ରି ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ କନ୍ଧମାଳ ଜି. […]
Read More...

Advertisement