will smith
ବିଶ୍ବ 

ଇସ୍ତଫା ଦେଲେ ୱିଲ୍‌ ସ୍ମିଥ୍‌

ଇସ୍ତଫା ଦେଲେ ୱିଲ୍‌ ସ୍ମିଥ୍‌ ମୁମ୍ବାଇ: ଅପ୍ରେଲ୍‌୦୨: ଓସ୍କାର ବିଜେତା ୱିଲ ସ୍ମିଥ ଦେଲେ ଇସ୍ତଫା । ଓସ୍କାର ପାଇଁ ହୋଷ୍ଟ କରୁଥିବା କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ସଦସ୍ୟତାରୁ ସେ ଇସ୍ତଫା ଦେଇଛନ୍ତି । ସ୍ମିଥଙ୍କ ପତ୍ନୀଙ୍କୁ ମଜାଳିଆ କମେଣ୍ଟ କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ମିଥ ନିଜ ସିଟରୁ ଉଠିଯାଇ ରକଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା […]
Read More...
ମନୋରଞ୍ଜନ 

ଦିପିକାଙ୍କୁ ଟାଇମ୍ସ ୧୦୦ ଇମ୍ପାକଟ ଓସ୍କାର ଆୱାର୍ଡ

ଦିପିକାଙ୍କୁ ଟାଇମ୍ସ ୧୦୦ ଇମ୍ପାକଟ ଓସ୍କାର ଆୱାର୍ଡ ନୂଆଦିଲ୍ଲୀ: ମାର୍ଚ୍ଚ ୨୮: ବିଶ୍ୱର ସବୁଠାରୁ ଭଲ କଳାକାରଙ୍କୁ ମିଳିଥାଏ ଓସ୍କାର ଆୱାର୍ଡ । ଏହାର ନୋମିନେସନ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପ୍ରତ୍ୟକ କଳାକାରଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼େ । ତେବେ ଏହି ଶୋରେ ଅଭିନେଲା ୱିଲ୍‌ ସ୍ମିଥ୍‌ ଶୋର ହୋଷ୍ଟଙ୍କୁ ଚାପୁଡା ମାରିବା ଘଟଣା ପରେ ଏହି ଆୱାର୍ଡ ଶୋ ଏବେ ଚର୍ଚ୍ଚାରେ । କାଲିଫର୍ଣ୍ଣିଆ ଲସ୍-ଏଞ୍ଜେଲସ୍ର ଡଲ୍ବି ଥିଏଟରରେ ଓସ୍କାର ଅନୁଷ୍ଠିତ ହୋଇଛି । ତେବେ ବଲିଉଡ ସିଲେବ୍ରିଟିଙ୍କ ଭିତକୁ ଅଭିନେତ୍ରୀ ଦୀପିକା […]
Read More...

Advertisement