WHO
ବିଶ୍ବ 

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍‌ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି ଡବ୍ଲìଏଚଓ । ତେବେ ଏହି ଦାବିକୁ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି। ଏହାସହ ଡବ୍ଲìଏଚଓର ଡାଟା ସଂଗ୍ରହ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଶ୍ନ […]
Read More...
ବିଶ୍ବ  ଦେଶ- ବିଦେଶ 

ଡବ୍ଲଏଚଓ ମୂଖ୍ୟଙ୍କୁ ନୂଆ ନାଁ ଦେଲେ ମୋଦି

ଡବ୍ଲଏଚଓ ମୂଖ୍ୟଙ୍କୁ ନୂଆ ନାଁ ଦେଲେ ମୋଦି ନୂଆଦିଲ୍ଲୀ: ଅପ୍ରେଲ ୨୧: ମୋଦିଙ୍କ ନୂଆ କାରନାମା । ସବୁବେଳେ ଭାରତ ପ୍ରଧାନମନ୍ତ୍ରୀ ଏପରି କିଛି କରିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ପୁଣି ଏପରି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାରେ । ସେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନୋମଙ୍କୁ ନୂଆ ନାଁରେ ନାମିତ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ଆୟୋଜିତ ଗ୍ଲୋବାଲ୍ ଆୟୁଷ୍ ଆଣ୍ଡ ଇନୋଭେସନ୍ […]
Read More...
ସ୍ୱାସ୍ଥ  ଦେଶ- ବିଦେଶ 

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍‌ ନୂଆଦିଲ୍ଲୀ: ଡିସେମ୍ବର ୦୨: କରୋନାର ବିଭିନ୍ନ ଭ୍ୟାରିଆଣc ପରେ ବର୍ତ୍ତମାନ ବିଶ୍ୱବାସୀଙ୍କୁ ଆଉ ଏକ ବିପଦ ମାଡି ଆସିଲାଣି। କରୋନା ଭୂତାଣୁର ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ଓମିକ୍ରନ୍‌। ତେବେ ବର୍ତ୍ତମାନ ବିଶ୍ୱର ୨୫ ରାଷc୍ରରୁ ୨୦୦ରୁ ଅଧିକ ଓମିକ୍ରନ ପଜିଟିଭ୍‌ ଚିହ୍ନଟ ହୋଇସାରିଲେଣି। ବୁଧବାର ଆମେରିକାର କାଲିଫର୍ଣିଆରୁ ଜଣେ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଦକ୍ଷିଣଆଫ୍ରିକା ଯାତ୍ରା ପରେ କରୋନା ପଜିଟିଭ ହୋଇଥିଲେ। ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ଦ୍ୱାରା […]
Read More...
ଓଡ଼ିଶା 

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ରୁଷର କରୋନା ଟୀକା: ପ୍ରମାଣ ମାଗିଲା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆଦିଲ୍ଲୀ:ଅଗଷ୍ଟ ୧୨: କରୋନାର ମୁକାବିଲା ପାଇଁ ରୁଷ ବାହାର କରିଥିବା ଟୀକା ନେଇ ଖବର ପ୍ରକାଶିତ ହେବାପରେ ସାରା ବିଶ୍ୱରେ ଆଶ୍ୱସ୍ତି ପ୍ରକାଶ ପାଇଥିଲା । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଏହା ଉପରେ ପ୍ରଶ୍ନ ଉଠାଇଛି । ଟୀକାର କାର୍ଯ୍ୟକାରିତା ବା ସଫଳତା ନେଇ ପ୍ରମାଣ ମାଗିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କରୋନା ଜୀବାଣୁ ଟିକା ତିଆରି କରିବା ନେଇ ରୁଷ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇଥିବା ନେଇ ନିଜେ ନିଜକୁ ଘୋଷଣା କରିଦେଇଛି […]
Read More...
ଓଡ଼ିଶା 

ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ ସାଧାରଣ ଲୋକ ବି ପିନ୍ଧିବେ

ମାସ୍କ ପିନ୍ଧିବାକୁ WHOର ନୂଆ ଗାଇଡଲାଇନ; ଅଧିକ ସଂକ୍ରମିତ ସ୍ଥାନରେ ଗ୍ରେଡ୍‌ ମାସ୍କ ଜରୁରୀ; ଗୋଷ୍ଠୀ ସଂକ୍ରମଣ ହେଲେ ସାଧାରଣ ଲୋକ ବି ପିନ୍ଧିବେ ଭୁବନେଶ୍ୱର:ଜୁନ ୬: କରୋନା ସଂକ୍ରମଣ ରୋକିବା ଲାଗି ମାସ୍କ ପିନ୍ଧିବା ନେଇ ବିଶ୍ୱ ସ୍ୱାସ୍ଥ୍ୟେ ସଂଗଠନ (WHO) ନୂଆ ଗାଇଡ୍‌ଲାଇନ ଜାରି କରିଛି । ସର୍ବାଧିକ ସଂକ୍ରମିତ ଜାଗାରେ ରୋଗୀଙ୍କ ସହ ହସ୍ପିଟାଲର ସବୁ କର୍ମଚାରୀ ଗ୍ରେଡ୍‌ ମାସ୍କ ବ୍ୟବହାର ଜରୁରୀ ବୋଲି WHO କହିଛି । ହସ୍ପିଟାଲରେ କାର୍ଯ୍ୟରତ ସଫେଇ କର୍ମଚାରୀ ମଧ୍ୟ ଗ୍ରେଡ୍‌ ମାସ୍କ ପିନ୍ଧିବା ଆବଶ୍ୟକ । ଏପରି କି କୋଭିଡ୍‌-୧୯ ସଂକ୍ରମଣ ୱାର୍ଡରେ କାର୍ଯ୍ୟକରୁନଥିବା ଡାକ୍ତର, ନର୍ସ ଓ ସମସ୍ତ ସ୍ୱାସ୍ଥ୍ୟ […]
Read More...

Advertisement