Who will be the next Chief Justice of the country?
ଦେଶ- ବିଦେଶ 

କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ନୂଆଦିଲ୍ଲୀ : କିଏ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି I ନିଜର ଉତ୍ତରାଧିକାରୀ ଚୟନ କରିବାକୁ ଭାରତ ସରକାର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତଙ୍କୁ ନିର୍ଦେଶ ଦେଇଛନ୍ତି I ଏନେଇ ଗଣମାଧ୍ୟମ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ମିଳିଛି I ସୂଚନାନୁସାରେ ପ୍ରଧାନ ବିଚାରପତି ପଦଲାଗି ବରିଷ୍ଠତା ଭିତ୍ତିରେ ଚୟନ ହୋଇଥାଏ। ଦେଶର ୪୯ ତମ CJI ଉଦୟ ଉମେଶ ଲଲିତ ଆସନ୍ତା ନଭେମ୍ବର ୮ ରେ ଅବସର ନେବାକୁ ଯାଉଛନ୍ତି । ଏହା […]
Read More...

Advertisement