WHO chief scientist Soumya Swaminathan
ଦେଶ- ବିଦେଶ 

ଦୀର୍ଘ ସମୟ ଧରି ଦେଶରେ ରହିପାରେ କରୋନା: WHO

ଦୀର୍ଘ ସମୟ ଧରି ଦେଶରେ ରହିପାରେ କରୋନା: WHO ଦିଲ୍ଲୀ: ଅଗଷ୍ଟ ୨୫: ଭାରତରେ କୋଭିଡ-୧୯ ଶେଷ ପର୍ଯ୍ୟାୟରେ ପ୍ରବେଶ କରିଛି । ଯେଉଁ କାରଣରୁ ଦେଶରେ ନିମ୍ନ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିଛି । ଏବେ ଦେଶରେ ‘ଏଣ୍ଡେମିକ୍‌ ପିରିଅଡ’ ଚାଲିଛି । ଏଣ୍ଡେମିକ୍‌ ପରିଅଡର ଅର୍ଥ- ଏକ ନିର୍ଦ୍ଦିଷ୍ଟ ଜୀବାଣୁ ବୃହତ୍‌ ଜନସଂଖ୍ୟା ମଧ୍ୟରେ ରହିବା । ଅର୍ଥାତ୍‌ କରୋନା ଆଉ ଅଧିକ ସଂକ୍ରମଣ ହେବ ନାହିଁ କିମ୍ବା ବିଶେଷ କ୍ଷତି କରିପାରିବ ନାହିଁ । ହେଲେ ଏହି ଜୀବାଣୁ ଲୋକମାନଙ୍କ […]
Read More...

Advertisement