WHO Chairperson
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୨: କରୋନାର ବିଭିନ୍ନ ଭ୍ୟାରିଆଣc ପରେ ବର୍ତ୍ତମାନ ବିଶ୍ୱବାସୀଙ୍କୁ ଆଉ ଏକ ବିପଦ ମାଡି ଆସିଲାଣି। କରୋନା ଭୂତାଣୁର ଏହି ନୂଆ ଭ୍ୟାରିଆଣ୍ଟର ନାମ ହେଉଛି ଓମିକ୍ରନ୍। ତେବେ ବର୍ତ୍ତମାନ ବିଶ୍ୱର ୨୫ ରାଷc୍ରରୁ ୨୦୦ରୁ ଅଧିକ ଓମିକ୍ରନ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ବୁଧବାର ଆମେରିକାର କାଲିଫର୍ଣିଆରୁ ଜଣେ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇଛନ୍ତି। ବ୍ୟକ୍ତି ଜଣକ ଦକ୍ଷିଣଆଫ୍ରିକା ଯାତ୍ରା ପରେ କରୋନା ପଜିଟିଭ ହୋଇଥିଲେ। ଜିନମ ସିକୁଏନସିଂ ପରେ ସେ ଓମିକ୍ରନ ଦ୍ୱାରା […]
ଡ଼. ହର୍ଷବର୍ଦ୍ଧନ ‘ହୁ’ର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ
Published On
By Samaya Live
Edited by Papu Mohanty ଭୁବନେଶ୍ୱର : May 20: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ହଷବର୍ଦ୍ଧନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର ପରବର୍ତ୍ତୀ କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ହେବେ ।ଆସନ୍ତା ୨୨ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କାର୍ଯ୍ୟକାରୀ ବୋର୍ଡ଼ ଅଧ୍ୟକ୍ଷ ଭାବରେ ସେ ଦାୟିତ୍ୱ ନେବେ । ତିନି ବର୍ଷ ପାଇଁ ଡ଼. ହର୍ଷବର୍ଦ୍ଧନ ଏହି ପଦରେ ରହିବେ । ସୋମବାରଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟାଳୟରେ ବାର୍ଷିକ ବୈଠକ ଅନୁଷ୍ଠିତ ହେଉଛି । ଭାରତ […]

