White House spokeswoman Jen Psaki
ବିଶ୍ବ 

ଆମେରିକାରର ଚେତାବନୀ: ୟୁକ୍ରେନ୍‌ ଉପରେ କୌଣସି ସମୟରେ ଆକ୍ରମଣ କରିପାରେ ଋଷ୍‌

ଆମେରିକାରର ଚେତାବନୀ: ୟୁକ୍ରେନ୍‌ ଉପରେ କୌଣସି ସମୟରେ ଆକ୍ରମଣ କରିପାରେ ଋଷ୍‌ ୱାସିଂଟନ୍‌: ଜାନୁଆରୀ ୧୯: ୟୁକ୍ରେନ୍‌ ସୀମାନ୍ତରେ ଲାଗିଥିବା ପରିସ୍ଥିତକୁ ଦେଖି ଆମେରିକା ସତର୍କ କରାଇଛି । ଯେକୌଣସି ସମୟରେ ରୁଷ୍‌, ୟୁକ୍ରେନ୍‌ ଉପରେ ଆକ୍ରମଣ କରିପାରେ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ସୂଚନା ଦେଇଛି । ଏନେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍‌ ଋଷ୍‌ର ପ୍ରତିପକ୍ଷ ମନ୍ତ୍ରୀ ସର୍ଗେଇ ଲାବରୋବଙ୍କ ସହିତ ଆଲୋଚନା କରିବେ । ଏହାସହିତ , ଆମେରିକାର ୱାଇଟ୍‌ ହାଉସ୍‌ ସ୍ପୋକ୍‌ପର୍ସନ୍‌ ଜେନ୍‌ ସାକି କହିଛନ୍ତି, ରୁଷୀୟ ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍‌ ୟୁକ୍ରେନ୍‌ ସୀମାନ୍ତକୁ […]
Read More...

Advertisement