West Bengal minister Partha Chatterjee
ଅପରାଧ 

ଶିକ୍ଷକ ନିଯୁକ୍ତି ସ୍କାମ: ଟିଏମ୍‌ସି ବିଧାୟକ ଗିରଫ

ଶିକ୍ଷକ ନିଯୁକ୍ତି ସ୍କାମ: ଟିଏମ୍‌ସି ବିଧାୟକ ଗିରଫ କୋଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମରେ ବନ୍ଧା ହେଲେ ଟିଏମ୍ସିର ଆଉ ଜଣେ ବିଧାୟକ । ପୂର୍ବରୁ ଶିକ୍ଷା ମନ୍ତ୍ରୀ ପାର୍ଥ ଚାଟାର୍ଜୀ ବନ୍ଧା ହୋଇଥିବା ବେଳେ ଏବେ ବିଧାୟକ ତଥା ତତ୍କାଳୀନ ବଙ୍ଗଳା ପ୍ରାଥମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ବାନ୍ଧିଛି ଇଡି । ବିଧାୟକ ଭଟ୍ଟାଚାର୍ଯ୍ୟ ଶିକ୍ଷକ ନିଯୁକ୍ତି ପରୀକ୍ଷାରେ ଠକେଇ କରିଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନରେ ପଚରାଉଚରା ନିମନ୍ତେ ତାଙ୍କୁ କୋଲକତାସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ଡକାଯାଇଥିଲା । ସେଠାରେ […]
Read More...
ଦେଶ- ବିଦେଶ 

ଉଦ୍ଧାର ହୋଇଥିବା ଟଙ୍କା ମୋର ନୁହେଁ, ମୋ ଅନୁପସ୍ଥିତିରେ ମୋ ଘରେ ଟଙ୍କା ରଖାଯାଛି: ଜେରା ବେଳେ ଏମିତି କହିଲେ ଅର୍ପିତା ମୁଖାର୍ଜୀ

ଉଦ୍ଧାର ହୋଇଥିବା ଟଙ୍କା ମୋର ନୁହେଁ, ମୋ ଅନୁପସ୍ଥିତିରେ ମୋ ଘରେ ଟଙ୍କା ରଖାଯାଛି: ଜେରା ବେଳେ ଏମିତି କହିଲେ ଅର୍ପିତା ମୁଖାର୍ଜୀ କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଆଜି ଇଡି ପ୍ରଶ୍ନ ବାଣର ସାମ୍ନା କରିଛନ୍ତି । ଘରୁ ଉଦ୍ଧାର ହୋଇଥିବା ଟଙ୍କା କେଉଁଠୁ ଆସିଲା ଓ କେମିତି ଆସିଲା, ସେସବୁର ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ । ଏହାର ଉତ୍ତରରେ ଅର୍ପିତା ଭିନ୍ନ କଥା କହିଛନ୍ତି । ସେ କହିଛନ୍ତି, ଘରୁ ମିଳିଥିବା ଟଙ୍କାଗୁଡ଼ିକ ମୋର ନୁହେଁ କି ମୁଁ ଉପସ୍ଥିତ ଥିବା ସମୟରେ […]
Read More...

Advertisement