weather report
ପାଣିପାଗ 

୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର

୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ କେନ୍ଦ୍ର ଭୁବନେଶ୍ୱର: ଜୁଲାଇ ୧୩: ଆଜି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଂଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, ନୂଆପଡ଼ା, ବଲାଙ୍ଗିର ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛିଛ । ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଉପକୂଳ ଏବଂ ପାଶ୍ୱର୍ବର୍ତ୍ତୀ […]
Read More...
ଓଡ଼ିଶା 

ଆଭ୍ୟନ୍ତରୀଣ ଓଡିଶାବାସୀଙ୍କୁ କଲବଲ କଲାଣି ଗରମ

ଆଭ୍ୟନ୍ତରୀଣ ଓଡିଶାବାସୀଙ୍କୁ କଲବଲ କଲାଣି ଗରମ ପଶ୍ଚିମଓଡିଶା: ଅପ୍ରେଲ ୧୬: ଖରା ଆରମ୍ଭରୁ କଲବଲ କଲାଣି ଗରମ । ଏଥିରେ ବେଶି ହଇରାଣ ହେଲେଣି ଆଭ୍ୟନ୍ତରୀଣ ଓଡ଼ିଶବାସୀ । ୧୫ରୁ ଅଧିକ ଜିଲ୍ଲାରେ ୪୦ ଡିଗ୍ରୀ ତଳକୁ ଖସୁନି ପାରଦ । ଗତକାଲି ରାଜ୍ୟର ୩ଟି ସହରରେ ପାରଦ ୪୩ ଟପିଥିବାବେଳେ ୧୬ଟି ସହରରେ ୪୦ ପାର୍ ହୋଇଥିଲା । ଆଗାମୀ ୩ ଦିନ ଭିତରେ ଦକ୍ଷିଣ ସହ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ଅନୁମାନ କରାଯାଉଛି ।ସର୍ବାଧିକ […]
Read More...
ପାଣିପାଗ 

ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା

ଆଜିଠୁ ତିନି ଦିନ ବର୍ଷା ସମ୍ଭାବନା ଭୁବନେଶ୍ୱର: ଅପ୍ରେଲ୦୮: ରାଜ୍ୟରେ ବଦଳିବ ପାଗ । ଆଜିଠୁ ତିନି ଦିନ ଯାଏଁ ବର୍ଷା ସମ୍ଭାବନା। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆଶଙ୍କା ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି । ଆଗକୁ ୯ ଓ ୧୦ ତାରିଖରେ ମଧ୍ୟ କାଳବୈଶାଖୀ ପ୍ରଭାବରୁ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ହେବା […]
Read More...
ପାଣିପାଗ 

ଖରାରେ ସିଜୁଛି ଟିଟିଲାଗଡ

ଖରାରେ ସିଜୁଛି ଟିଟିଲାଗଡ ଭୁବନେଶ୍ୱର: ଏପ୍ରିଲ ୦୨: ଗ୍ରୀଷ୍ମ ଆରମ୍ଭରୁ ବର୍ଷୁଛି ନିଆଁ । ରାଜ୍ୟରେ ଅନେକ ସହରରେ ୪୦ ଡିଗ୍ରୀ ସେଲସିଅସ୍‌ ଟପିଗଲାଣି । କାଲି ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ ସେଲସିୟସ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ୨୦୧୬ ଏପ୍ରିଲ ୨୪ରେ ଟିଟିଲାଗଡ଼ରେ ପାରଦ ସର୍ବାଧିକ ୪୮.୫ ଡିଗ୍ରୀ ଛୁଇଁଥିଲା। ଟିଟିଲାଗଡ଼ ପରେ ବଲାଙ୍ଗିର ଥିଲା ରାଜ୍ୟର ଦ୍ୱିତୀୟ ଉତ୍ତପ୍ତ ସହର। ଏଠି ତାପମାତ୍ରା ୪୨.୪ ଡିଗ୍ରୀ ସେଲସିୟସ ଥିଲା। ଝାରସୁଗୁଡ଼ା, ସୁନ୍ଦରଗଡ଼, ତାଳଚେର, ସୋନପୁର, ବୌଦ୍ଧ, ଭବାନୀପାଟଣା ଆଦି […]
Read More...
ପାଣିପାଗ 

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଗ୍ରୀଷ୍ମ: ୪୦ ଟପିଲା ତାପମାତ୍ରା

ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି ଗ୍ରୀଷ୍ମ: ୪୦ ଟପିଲା ତାପମାତ୍ରା ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ଗ୍ରୀଷ୍ମ ଆରମ୍ଭରୁ ଏତେ ତାପମାତ୍ରା ଦେଖି ଆଶ୍ଚର୍ଯ୍ୟ ସାଧାରଣ ଲୋକ । ରାଜ୍ୟର ୩ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଡେଇଁଛି ୪୧.୪ ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ବଲାଙ୍ଗିରରେ ମଧ୍ୟ ୪୧. ୩ ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ସମ୍ବଲପୁର ଓ ବୌଦ୍ଧରେ ପାରଦ ୪୦ ଡିଗ୍ରୀ ରହିଥିବାର ରେକର୍ଡ କରାଯାଇଥିଲା । ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା […]
Read More...
ପାଣିପାଗ 

ରାଜ୍ୟରେ ବଢୁଛି ଶୀତ

ରାଜ୍ୟରେ ବଢୁଛି ଶୀତ ଭୁବନେଶ୍ୱର : ରାଜ୍ୟରେ ବଢୁଛି ଶୀତ ଲହରୀ। ର।ଜ୍ୟର ପ।ରଦ ସ୍ତର ଧୀରେ ଧୀରେ ନିମ୍ନଗ।ମୀ ହେବ।ରେ ଲ।ଗିଥିବ। ବେଳେ ଆସନ୍ତ। ୩ ଦିନରେ ଆହୁରି ୪ ଡିଗ୍ରି ପର୍ଯ୍ୟନ୍ତ ତ।ପମ।ତ୍ର। ଖସିବ। ଫଳରେ ଶୀତ ବଢ଼ିବ ବେ।ଲି ପ।ଣିପ।ଗ କେନ୍ଦ୍ର କହିଛି। ଆଜି କେ।ର।ପୁଟ, ନବରଙ୍ଗପୁର, ମ।ଲକ।ନଗିରି, କଳ।ହ।ଣ୍ଡି, କନ୍ଧମ।ଳ, ବଲ।ଙ୍ଗୀର, ବୌଦ୍ଧ ଓ ସେ।ନପୁର ଜିଲ୍ଲ।ରେ ଘନ କୁହୁଡ଼ିର ସମ୍ଭ।ବନ। ରହିଛି ବେ।ଲି ଆଞ୍ଚଳିକ ପ।ଣିପ।ଗ ବିଜ୍ଞ।ନ କେନ୍ଦ୍ର ପକ୍ଷରୁ ସୂଚନ। ଦିଆଯ।ଇଛି। ଏହି […]
Read More...

Advertisement