weather news
ଦେଶ- ବିଦେଶ 

ବଙ୍ଗୋପସାଗରରେ ଲଘୁଚାପ: ତାମଲନାଡ଼ୁ, କେରଳ, ଆନ୍ଧ୍ର ଓ ପୁଟୁଚେରୀରେ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ଲଘୁଚାପ: ତାମଲନାଡ଼ୁ, କେରଳ, ଆନ୍ଧ୍ର ଓ ପୁଟୁଚେରୀରେ ପ୍ରବଳ ବର୍ଷା ନୂଆଦିଲ୍ଲୀ : ନଭେମ୍ବର ୦୯: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ସକାଳ ସାଢେ ୮ଟା ବେଳେ ଏହି ଲଘୁଚାପ ସୃଷ୍ଟି ହୋଇଛି । ସମ୍ପୂର୍ଣ୍ଣ ସୂଚନା ଅନୁସାରେ, ଆସନ୍ତା ୩୬ ଘଣ୍ଟାରେ ଏହି ଲପୁଚାପ ଆହୁରି ଘନୀଭୂତ ହୋଇ ଅବପାତ ବା ଡିପ୍ରେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗ ଦେଇ […]
Read More...
ଓଡ଼ିଶା 

ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଆଣ୍ଡାମାନରେ ସ୍ଥିର ରହିଛି ଘୂର୍ଣ୍ଣିବଳୟ: ୧୩ରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଭୁବନେଶ୍ୱର: ଅକ୍‌ଟୋବର ୧୧: ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣିବଳୟ ସ୍ଥିର ରହିଛି । ଘର୍ଣ୍ଣିବଳୟ ସମାନ ସ୍ଥାନରେ ସ୍ଥିର ରହିଥିବାରୁ ଲଘୁଚାପ ସୃଷ୍ଟିରେ ବିଳମ୍ବ ହେଉଛି । ତେବେ ୧୩ ଆଡକୁ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ତରଫୁ ସୂଚନା ମିଳିଛି । ଲଘୁଚାପ ସୃଷ୍ଟି ପରେ କ୍ରମେ ତାହା ପଶ୍ଚିମ ଉତ୍ତରମୁହାଁ […]
Read More...
ଓଡ଼ିଶା 

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ୧୮, ୧୯ ଓ ୨୦ରେ ବର୍ଷିବ ଭୁବନେଶ୍ୱର: ସେପ୍‌ଟେମ୍ବର ୧୬: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ମିଆଁମାର ଉପକୂଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗ ଗତି କରି ଆସନ୍ତା ୧୮ ତାରିଖରେ ଉତ୍ତର ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି)ର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ତେବେ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ସୃଷ୍ଟି ହୋଇପାରେ । କିନ୍ତୁ ଏହା ଛୋଟ […]
Read More...
ଓଡ଼ିଶା 

୪ରୁ ୫ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି

୪ରୁ ୫ ଯାଏଁ ରାଜ୍ୟରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା, ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସ୍‌ଆର୍‌ସି ଭୁବନେଶ୍ୱର: ଅଗଷ୍ଟ ୧୧: ଆସନ୍ତା ଦୁଇରୁ ତିନି ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି । ଏହାର ପ୍ରଭାବରେ କେତେକ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଇ ଦିଆଯାଇଛି । ଅଧିକାଂଶ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୂଚନା ଅନୁସାରେ, ଆଗାମୀ […]
Read More...
ଓଡ଼ିଶା 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ଭୁବନେଶ୍ୱର:ଜୁଲାଇ ୨୨: ବଙ୍ଗୋପସାଗରେ ଦୁଇଟି ଲଘୁଚାପ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ରହିପାରେ । ଆଗାମୀ ୨୪ ଘଣ୍ଟା ଅର୍ଥାତ୍‌ ଜୁଲାଇ ୨୩ ତାରିଖ ବେଳକୁ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା- କଟକ, ଖୋର୍ଦ୍ଧା,ପୁରୀ, ଭଦ୍ରକ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୁଳ,ମାଲକାନଗିରି, କୋରାପୁଟ, ବାଲେଶ୍ୱର,କନ୍ଧମାଳ, ମୟୂରଭଞ୍ଜ,ଯାଜପୁର, ସୁନ୍ଦରଗଡ଼ । ତେବେ ସୂଚନା ଅନୁସାରେ, ଲଘୁଚାପ ଜନିତ ବର୍ଷା […]
Read More...

Advertisement