Washington Headline
ବିଶ୍ବ 

ଟ୍ରମ୍ପଙ୍କ ବାସଭବନରେ ଏଫବିଆଇ ଚଢ଼ାଉ

ଟ୍ରମ୍ପଙ୍କ ବାସଭବନରେ ଏଫବିଆଇ ଚଢ଼ାଉ ୱାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲï ଟ୍ରମ୍ପଙ୍କ ବାସଭବନରେ ଚଢାଉ କରାଯାଇଥିବାର ସୂଚନା ମିଳିଛି । ଟ୍ରମ୍ପ କହିଛନ୍ତି ଯେ ଫେଡେରାଲ ବ୍ୟୁରୋ ଅଫ୍‌ ଇନଭେଷ୍ଟିଗେସନ୍‌ ଫ୍ଲୋରିଡାସ୍ଥିତ ତାଙ୍କ ପାମ ବିଚ୍‌ ଘରେ ଚଢାଉ କରିଛି । ଏହି ସମୟରେ ତାଙ୍କର ଟ୍ରେଜେରିକୁ ମଧ୍ୟ ଭଙ୍ଗାଯାଇଛି । ରାଷ୍ଟ୍ରପତି ପଦରୁ ହଟିବା ପରେ ଟ୍ରମ୍ପ ବହୁ ପରିମାଣର ରେକର୍ଡ ନେଇଯିବା ନେଇ ଅଭିଯୋଗ ଉଠିବା ପରେ ଏହି ଚଢାଉ ହୋଇଥାଇପାରେ ବୋଲି କୁହାଯାଉଛି । ଆମେରିକାର ନ୍ୟାୟ […]
Read More...

Advertisement