Vodafone Idea (Vi) with 14.5 mbps speed
ବାଣିଜ୍ୟ 

ରିଲାଏନ୍ସ ଜିଓ ୪ଜି ସ୍ପିଡ୍‌ରେ ଏକ ନମ୍ବର

ରିଲାଏନ୍ସ ଜିଓ ୪ଜି ସ୍ପିଡ୍‌ରେ ଏକ ନମ୍ବର ମୁମ୍ବାଇ: ରିଲାଏନ୍ସ ଜିଓ ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଓ ୪ଜି ଅପ୍‌ଲୋଡ୍‌ ସ୍ପିିଡ୍‌ରେ ଏକ ନମ୍ବର ସ୍ଥାନରେ ରହିଛି । ଭାରତୀୟ ଟେଲିକମ୍‌ ନିୟାମକ କର୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକେଫାବର ମାସ ପାଇଁ ଜାରି କରାଯାଇଥିବା ୪ଜି ସ୍ପିଡ୍‌ ଟେଷ୍ଟ ରିପୋର୍ଟ ଅନୁସାରେ ଉଭୟ ୪ଜି ଡାଉନ୍‌ଲୋଡ୍‌ ଓ ଅପ୍‌ଲୋଡ୍‌ ସ୍ପିଡ୍‌ରେ ଜିଓ ଏକ ନମ୍ବର ସ୍ଥାନରେ ରହିଛି । ଟ୍ରାଇ ରିପୋର୍ଟ ଅନୁଯାୟୀ ଜିଓର ହାରାହାରି ୪ଜି ଡାଉନ୍‌ଲୋଡ୍‌ ସ୍ପିଡ୍‌ ଅକେଫାବର ମାସରେ ୧.୨ […]
Read More...

Advertisement