Vivek Ranjan Agnihotri-directorial
ମନୋରଞ୍ଜନ 

ଚର୍ଚ୍ଚାରେ କାଶ୍ମୀର ଫାଇଲ୍ସ

ଚର୍ଚ୍ଚାରେ କାଶ୍ମୀର ଫାଇଲ୍ସ ମୁମ୍ବାଇ: ମାର୍ଚ୍ଚ ୧୪: କାଶ୍ମୀର ଫାଇଲ୍ସ ଏକ ଅତ୍ୟାଚାର ଆଉ ବର୍ବରତାର କାହାଣୀ। ବଡ଼ ପରଦାରେ ରିଲିଜ୍ ହେଇଥିବା ଏହି ଫିଲ୍ମକୁ ଏବେ ଚାରି ଆଡୁ ମିଳିଛି ପ୍ରଶଂସା । ରିଲିଜ୍ର ମାତ୍ର ଗୋଟିଏ ଦିନରେ ସାରା ଦେଶରେ ଏହା ଚହଳ ପକାଇଛି। ଏଥିରେ ଏପରି କିଛି ସତ ଘଟଣାକୁ ଦର୍ଶାଯାଇଛି ଯାହା ବୋଧେ ଆପଣ କେବେ କଳ୍ପନା ବି କରିନଥିବେ। ଆଖି ସାମ୍ନାରେ ହତ୍ୟା, ବର୍ବରତା ବୟାନ କରିବା କଷ୍ଟକର। ଭାରତ, ଆମ ଦେଶ ଯେଉଁଠି […]
Read More...

Advertisement