Virat Kohli's 34th Happy birthday
ଖେଳ  ଦେଶ- ବିଦେଶ 

୩୪ ବର୍ଷରେ ପଦାର୍ପଣ କଲେ ବିରାଟ କୋହଲି

୩୪ ବର୍ଷରେ ପଦାର୍ପଣ କଲେ ବିରାଟ କୋହଲି ଆଜି ଟିମ୍ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଜନ୍ମଦିନ। ବିରାଟ ଆଜି ୩୪ ବର୍ଷରେ ପଦାର୍ପଣ କରିଛନ୍ତି I ଏହି ଅବସରରେ ସାରା ବିଶ୍ୱରୁ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବିରାଟଙ୍କ ପ୍ରଶଂସକମାନେ ତାଙ୍କୁ ବିଭିନ୍ନ ଉପାୟରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିରାଟ କୋହଲିଙ୍କ ଜନ୍ମଦିନରେ ବିସିସିଆଇ ଏକ ଫୋଟ ସେୟାର କରିଛି ଯେଉଁଥିରେ ଲେଖା ଅଛି- “ବିରାଟ କୋହଲିଙ୍କୁ ଜନ୍ମଦିନର ଶୁଭେଚ୍ଛା। ଆଧୁନିକ ସମୟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ […]
Read More...

Advertisement