Virat Kohli became the leading run-scorer
ଖେଳ 

ବିଶ୍ୱକପରେ ବିରାଟ ସର୍ବାଧିକ ରନ ସଂଗ୍ରହକାରୀ

ବିଶ୍ୱକପରେ ବିରାଟ ସର୍ବାଧିକ ରନ ସଂଗ୍ରହକାରୀ ଆଡିଲେଡ୍‌ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଜମାଣିଆ ପ୍ରଦର୍ଶନ ସହ ଲୟକୁ ଫେରିଛନ୍ତି । ସୁପର-୧୨ ପର୍ଯ୍ୟାୟରେ କୋହଲି ଏପର୍ଯ୍ୟନ୍ତ ଖେଳିଥିବା ୪ଟି ମ୍ୟାଚରୁ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ କୋହଲି ୪୪ ବଲରୁ ୬୪ରନ୍‌ର ଅପରାଜିତ ଇନିଂସ୍‌ ଖେଳି ବିଶ୍ୱକପରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହେବାର ଗୌରବ ଅର୍ଜନ କରିଛନ୍ତି । ଏଥିସହ ଟି-୨୦ ବିଶ୍ୱକପରେ ଶ୍ରୀଲଙ୍କାର […]
Read More...

Advertisement