vigilance raid
ଜିଲ୍ଲା 

ଲାଞ୍ଚ ନେଇ ଧରାପଡ଼ିଲେ ଗୁଡ଼ଭେଲା ବିଡ଼ିଓ

ଲାଞ୍ଚ ନେଇ ଧରାପଡ଼ିଲେ ଗୁଡ଼ଭେଲା ବିଡ଼ିଓ ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ବିଡ଼ିଓ ବିନୋଦ କୁମାର ନାଏକ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି । ତଥ୍ୟ ନେବାରେ ଜଣାପଡ଼ିଛି ଯେ, ବିଡ଼ିଓ ଶ୍ରୀ ନାଏକ ଜନୈକ ଠିକାଦାର ଠାରୁ ପିସି ବାବଦରେ ୩୦ ହଜାର ପାଇବାର ଥିଲା । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଠିକାଦାର ବ୍ଳକର ଆଉ ଏକ କାମ ୩୦ ଲକ୍ଷ ଟଙ୍କାର ହାତେଇଥିଲେ । ଫଳରେ ଏହାର ୫ […]
Read More...
ଓଡ଼ିଶା  ଅପରାଧ 

ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର

ଭିଜିଲାନ୍ସ ଜାଲରେ ପଡିଲେ ଅତିରିକ୍ତ ତହସିଲଦାର ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପଡିଲେ ସୁନ୍ଦରଗଡ଼ ଅତିରିକ୍ତ ତହସିଲଦାର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ଅତିରିକ୍ତ ତହସିଲଦାର କୁଳମଣି ପଟେଲଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି । କୁଳମଣି କିରାଣୀ ଭାବରେ ଚାକିରି ଆରମ୍ଭ କରି ପଦୋନ୍ନତି ପାଇଥିଲେ। ଏହା ପୂର୍ବରୁ ସେ ହେମଗିରି ତହସିଲରେ ମଧ୍ୟ ଅତିରିକ୍ତ ତହସିଲଦାର ଭାବରେ ଅବସ୍ଥାପିତ ଥିଲେ। କୁଳମଣିଙ୍କ ପୈତୃକ ଗାଁ ସୁନ୍ଦରଗଡ଼ ଡୁମାବାହାଲ, ଲେଫ୍ରିପଡ଼ା ରେ କାର୍ଯ୍ୟାଳୟ ଓ ବାସଭବନ ସହିତ […]
Read More...
ଦେଶ- ବିଦେଶ  ଅପରାଧ 

ବିହାର : ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ପାଞ୍ଚ କୋଟି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଜବତ

ବିହାର : ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ, ପାଞ୍ଚ କୋଟି ନଗଦ ଟଙ୍କା ସହିତ ସୁନା ଅଳଙ୍କାର ଜବତ ବିହାର :ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ଙ୍କ ଘରେ ଭିଜିଲାନ୍ସ ରେଡ I ଭିଜିଲାନ୍ସ ରେଡ ବେଳେ ଯନ୍ତ୍ରୀ ଙ୍କ ଘରୁ ମିଳିଛି ପୁଳା ପୁଳା ଟଙ୍କା । ବିହାରର କିଶନଗଂଜ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ସଂଜୟ କୁମାର ରାୟଙ୍କ ଘରେ ଏହି ଚଢ଼ାଉ ହୋଇଥିଲା I ଚଢାଉ ବେଳେ ୧କୋଟି ନଗଦ ଟଙ୍କା ଜବତ ହୋଇଛି । ସୂଚନାନୁସାରେ, ଗ୍ରାମ୍ୟଉନ୍ନୟନ ବିଭାଗ କିଶନଗଞ୍ଜ […]
Read More...
ଅପରାଧ 

ନିମାପଡା ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍‌

ନିମାପଡା ସବଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଘରେ ଭିଜିଲାନ୍ସ ରେଡ୍‌ ନିମାପଡା: ଜୁଲାଇ ୧୨: ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଢ଼େଙ୍କାନାଳ ଘରେ ଭିଜିଲାନ୍ସ ରେଡ୍‌ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ କରାଯାଇଥିବା ସୂଚନା ରହିଛି । ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗାରେ ଥିବା ପୈତୃକ ଘର ଓ ଢେଙ୍କାନାଳ ଟାଉନରେ ଥିବା ଦୁଇଟି ଘରେ ଚଢଉ ହେଉଛି । ସେହିପରି ଦକ୍ଷିଣକାଳୀ ସ୍ଥିତ ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ […]
Read More...
ଅପରାଧ 

ଭିଜିଲାନ୍ସ ଜାଲରେ ସିଭିଲ୍‌ ସପ୍ଲାଏ ଅଫିସର

ଭିଜିଲାନ୍ସ ଜାଲରେ ସିଭିଲ୍‌ ସପ୍ଲାଏ ଅଫିସର ଗଞ୍ଜାମ: ଜୁନ ୨୦: ଭିଜିଲାନ୍ସ ଜାଲରେ ସିଭିଲ୍‌ ସପ୍ଲାଏ ଅଫିସର । ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ସିଏସଓ ଅନାଦି ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଅନାଦିଙ୍କର ୫ଟି ଘରେ ରେଡ୍‌ କରାଯାଇଛି । ଗଞ୍ଜାମ ଜିଲ୍ଲା ହେଡକ ୍ୱାର୍ଟର ଛତ୍ରପୁରର ୨ ଟି ସ୍ଥାନରେ ଚଢ଼ଉ ଚାଲିଛି । ଛତ୍ରପୁର ରାମନଗର ଫାଷ୍ଟ ଲେନରେ ଥିବା ଘର ଓ ମାର୍କେଟ କମ୍ପ୍ଲେକ୍ସରେ ମଧ୍ୟ ଚଢ଼ଉ ହୋଇଛି । […]
Read More...
ଅପରାଧ 

ଧରାପଡିଲେ କୋଟିପତି ସହକାରୀ ଯନ୍ତ୍ରୀ

ଧରାପଡିଲେ କୋଟିପତି ସହକାରୀ ଯନ୍ତ୍ରୀ କେନ୍ଦୁଝର: ମାର୍ଚ୍ଚ ୨୨: କେନ୍ଦୁଝର ବୈତରଣୀ କେନାଲ ଡିଭିଜନ୍ର ସହକାରୀ ଯନ୍ତ୍ରୀ ଉମେଶ ଶାସିନୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ। ଘର, ଅଫିସ, କ୍ୱାର୍ଟର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ଉ ତରୁଛି। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଭିଜିଲାନ୍ସର ୮ଟି ଟିମ୍ ଚଢ଼ଉରେ ସାମିଲ ହୋଇଛନ୍ତି।ଉମେଶଙ୍କ କେନ୍ଦୁଝର କାର୍ଯ୍ୟାଳୟ ଓ କ୍ୱାର୍ଟର, କେନ୍ଦୁଝର ଜିଲ୍ଲା ହାଟିଡିହି ବ୍ଲକର ନନ୍ଦିପଦା ବେକ୍ତିରାରେ ଥିବା ପୈତୃକ ବାସଭବନ, ଯାଜପୁର କୁଆଖିଆ […]
Read More...
ଜିଲ୍ଲା  ଅପରାଧ 

ଆଗୁଆ ଜାମିନ ଆବେଦନ କଲେ ତ୍ରିନାଥଙ୍କ ସ୍ତ୍ରୀ ଦୀପ୍ତିମୟୀ

ଆଗୁଆ ଜାମିନ ଆବେଦନ କଲେ ତ୍ରିନାଥଙ୍କ ସ୍ତ୍ରୀ ଦୀପ୍ତିମୟୀ ଭୁବନେଶ୍ୱର: ଫେବୃଆରୀ ୧୮: କୋଟିପତି ଅତିରିକ୍ତ ଏସ୍ପିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି । ତେବେ ଏହି ଗିରଫ ନେଇ ହାଇକୋର୍ଟରେ ଆଗୁଆ ଜାମିନ୍‌ ଆବେଦନ କରିଛନ୍ତି ପତ୍ନୀ ଦୀପ୍ତିମୟୀ । ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତାଙ୍କର ମୋଟ ୧୧ କୋଟି ୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ। ତାଙ୍କ […]
Read More...
ଓଡ଼ିଶା  ଅପରାଧ 

ଡାକ୍ତରଙ୍କ ଘରୁ ମିଳିଲା ନଗଦ ଏକ କୋଟି ଟଙ୍କା

ଡାକ୍ତରଙ୍କ ଘରୁ ମିଳିଲା ନଗଦ ଏକ କୋଟି ଟଙ୍କା ଭୁବନେଶ୍ୱର: ଫେବୃଆରୀ ୧୭: ଭିଜିଲାନ୍ସ ରେଡରେ ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା । ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନାଙ୍କ ଘରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ପ୍ରସବ ପାଇଁ ପ୍ରସୂତୀଙ୍କ ସଂପର୍କୀୟଙ୍କ ଠାରୁ ଡାକ୍ତର ୫୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଥିଲେ। ଜେରା ସହ ଭୁବନେଶ୍ୱର ବାସଭବନରେ ଚଢାଉ କରିଥିଲା ଟିମ୍। ଭୁବନେଶ୍ୱର କଳାରାହାଙ୍ଗରେ […]
Read More...
ଜିଲ୍ଲା  ଓଡ଼ିଶା  ଅପରାଧ 

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନାଧିକାରୀ

ଭିଜିଲାନ୍ସ ଜାଲରେ ବଙ୍ଗୋମୁଣ୍ଡା ଥାନାଧିକାରୀ ବଲାଙ୍ଗୀର:ଡିସେମ୍ବର ୦୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୋଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କ ଘରେ ଭିଜିଲାନ୍ସ ରେଡ୍‌। ବଙ୍ଗୋମୁଣ୍ଡା ବାସଭବନରୁ ମିଳିଲା ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା। ତେବେ ଲକ୍ଷାଧିକ ଟଙ୍କା ନେଇ ଘରକୁ ଫେରୁଥିବା ବେଳେ ବରଗଡ ଟୋଲଗେଟ୍‌ ପାଖରେ ଧରିଥିଲା ଭିଜିଲାନ୍ସ ଟିମ୍‌। ଘଟଣାସ୍ଥଳରୁ ହିଁ ଥାନା ଅଧିକାରୀଙ୍କ କାରରୁ ମିଳିଥିଲା ୨ ଲକ୍ଷ ୬ ହଜାର ୨୨୦ ଟଙ୍କା । ତେବେ ଏତେ ପରିମାଣର ଟଙ୍କା ଥାନା ଅଧିକାରୀ […]
Read More...
ଜିଲ୍ଲା 

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ: ୨ କୋଟି ୭୦ ଲକ୍ଷର ଆୟବର୍ହିଭୂତ ସମ୍ପତ୍ତି ଠାବ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍‌ସ: ୨ କୋଟି ୭୦ ଲକ୍ଷର ଆୟବର୍ହିଭୂତ ସମ୍ପତ୍ତି ଠାବ ଭୁବନେଶ୍ୱର: ନଭେମ୍ବର ୧୯: ଆୟବର୍ହିଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍‌ସ ନୟାଗଡ଼ ଜିଲ୍ଲାର ରଣପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନାଥ ବରାଳଙ୍କ ଘର ଚଢ଼ାଛ କରିଛି । ଘର ସମେତ ଏକାସମୟରେ ଭିଜିଲାନ୍‌ସ ଦଳ ଦଳ ହୋଇ ୪ଟି ସ୍ଥାନରେ ଚଢ଼ାଉ କରିଛି । ଚଢ଼ାଉ ସମୟରେ ଋଷିନାଥଙ୍କର ସମ୍ପତ୍ତି ଦେଖି ଭିଜିଲାନ୍‌ସ ଅଧିକାରୀ ଆଶ୍ଚର୍ଯ୍ୟ ହେବା ସହିତ ତାଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛନ୍ତି । ଏହାସହିତ ଭିଜିଲାନ୍‌ସ ଆୟବର୍ହିଭୂତ […]
Read More...
ଜିଲ୍ଲା 

ନିମାପଡ଼ା ତହସିଲଙ୍କ ଘରେ ଭିଜିଲାନ୍‌ସ

ନିମାପଡ଼ା ତହସିଲଙ୍କ ଘରେ ଭିଜିଲାନ୍‌ସ ନିମାପଡ଼ା: ନଭେମ୍ବର ୦୨: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍‌ସ ନିମାପଡ଼ା ତହସିଲଦାର ତଥା ସବ୍‌ ରେଜିଷ୍ଟର ରାମ ଚନ୍ଦ୍ର ଜେନାଙ୍କ ଘରେ ଚଢାଉ କରିଛି । ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୭ ଜଣ ଡିଏସ୍‌ପି, ୨ ଜଣ ଇନ୍‌ସ୍ପେକଫର ଏବଂ ଅନ୍ୟ କର୍ମଚାରୀମାନେ ଚଢ଼ାଉ ଟିମ୍‌ରେ ସାମିଲ ରହିଛନ୍ତି । ତେବେ ତସହିଲଦାରଙ୍କ କାର୍ଯ୍ୟାଳୟରେ ଚଢାଉ ସମୟରେ ସେଠାରୁ ୪ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । […]
Read More...

Advertisement