Veteran actress
ମନୋରଞ୍ଜନ  ଦେଶ- ବିଦେଶ 

ଆଶା ପାରେଖ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ଆୱାର୍ଡ ,୨୨ ବର୍ଷ ପରେ ଜଣେ ମହିଳା ପାଇବେ ଏହି ପୁରସ୍କାର

ଆଶା ପାରେଖ ପାଇବେ ସମ୍ମାନଜନକ ଦାଦାସାହେବ ଫାଲକେ ଆୱାର୍ଡ ,୨୨ ବର୍ଷ ପରେ ଜଣେ ମହିଳା ପାଇବେ ଏହି ପୁରସ୍କାର ବର୍ଷିଆନ ବଲିଉଡ ଅଭିନେତ୍ରୀ ଆଶା ପାରେଖ ପାଇବେ ଦାଦା ସାହେବ ଫାଲକେ ଆୱାର୍ଡ I ଦୀର୍ଘ ୨୨ ବର୍ଷ ପରେ ଭାରତୀୟ ସିନେମାର ଏହି ସର୍ବୋଚ୍ଚ ସମ୍ମାନ ଜଣେ ମହିଳା ଅଭିନେତ୍ରୀଙ୍କୁ ମିଳିବ I ନୂଆଦିଲ୍ଲୀ ଠାରେ ଚଳିତ ମାସ ୩୦ ତାରିଖରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ଆଶା ପାରେଖଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ I ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ନିକଟରୁ ସେ ଏହି ପୁରସ୍କାର ଗ୍ରହଣ କରିବେ I […]
Read More...
ମନୋରଞ୍ଜନ 

ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ସାଇରା ବାନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଦିଲ୍ଲୀ: ସେପ୍‌ଟେମ୍ବର ୧: ଭେଟେରାନ୍‌ ଚଳଚ୍ଚିତ୍ର ଅଭିନେତ୍ରୀ ସାଇରା ବାନୁ ଆଜି ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସାଇରା ବାନୁଙ୍କ ଶ୍ୱାସ କ୍ରିୟାରେ ବାଧା ଉପୁଜିବା ସହିତ ତାଙ୍କ ରକ୍ତଚାପ କମିଯାଇଛି । ଏବେ ସେ ଆଇସିୟୁରେ ଅଛନ୍ତି । ଅଭିନେତା ଦିଲ୍ଲୀପ କୁମାରଙ୍କ ଦେହାନ୍ତ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଥିଲା । ଶ୍ୱାସ […]
Read More...

Advertisement