uttar pradesh danga
ଦେଶ- ବିଦେଶ  ଅପରାଧ 

ୟୁପି ପୋଲିସର ବଡ ସଫଳତା

ୟୁପି ପୋଲିସର ବଡ ସଫଳତା କାନପୁର: ଜୁନ ୭: କାନପୁର ହିଂସାକାଣ୍ଡକୁ ନେଇ ଉତ୍ତର ପ୍ରଦେଶ ପୋଲିସ ପୋଷ୍ଟର ଜାରି କରିଛି । ହିଂସାକାଣ୍ଡ ଭିଡିଓରୁ ଫଟୋ ବାହାର କରି ପୋଷ୍ଟର ପ୍ରସ୍ତୁତ ହୋଇଥିବାବେଳେ ଲୋକେ ପୋଲିସରେ ଆତ୍ମ ସମର୍ପଣ କରିବାରେ ଲାଗିଛନ୍ତି । ଏଥିରେ ଜଣେ ୧୬ ବର୍ଷ ବୟସ୍କ ନାବାଳକ କର୍ଣ୍ଣେଲ ଗଞ୍ଜ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛି । ପୋଲିସ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଗିରଫ କରାସରିଛି । ନିର୍ଦ୍ଦୋଷ ଲୋକଙ୍କୁ ଯେପରି ସମସ୍ୟା […]
Read More...

Advertisement